ETV Bharat / sports

ISL-7: ମଜବୁତ୍‌ ମୁମ୍ବାଇକୁ ହରାଇଲା ଜାମସେଦପୁର

author img

By

Published : Feb 21, 2021, 10:01 AM IST

ପଏଣ୍ଟ ଟେବୁଲର 2ୟ ସ୍ଥାନରେ ଥିବା ମୁମ୍ବାଇ ସିଟିକୁ 6ଷ୍ଠ ସ୍ଥାନରେ ଥିବା ଜାମସେଦପୁର ଏଫ୍‌ସି 2-0ଗୋଲ୍‌ରେ ପରାସ୍ତ କରିଛି ।

ISL-7: ମଜବୁତ୍‌ ମୁମ୍ବାଇକୁ ହରାଇଲା ଜାମସେଦପୁର
ISL-7: ମଜବୁତ୍‌ ମୁମ୍ବାଇକୁ ହରାଇଲା ଜାମସେଦପୁର

ପାଣାଜୀ: ପଏଣ୍ଟ ଟେବୁଲର 2ୟ ସ୍ଥାନରେ ଥିବା ମୁମ୍ବାଇ ସିଟିକୁ 6ଷ୍ଠ ସ୍ଥାନରେ ଥିବା ଜାମସେଦପୁର ଏଫ୍‌ସି 2-0ଗୋଲ୍‌ରେ ପରାସ୍ତ କରିଛି । ଗତକାଲି ତିଲକ ମୈଦାନରେ ଜାମସେଦପୁର ଏଫ୍‌ସି ଓ ମୁମ୍ବାଇ ସିଟି ମଧ୍ୟରେ କଡାମୁକାବିଲା ଦେଖିବାକୁ ମିଳିଥିଲା ।

ଜାମସେଦପୁର ପକ୍ଷରୁ ବୋରିସ୍‌ 72ମିନିଟ୍‌ରେ ପ୍ରଥମ ଗୋଲ୍‌ କରିଥିଲେ । ଏହାପରେ ଡେଭିଡ 90ମିନିଟ୍‌ରେ ଆଉ ଏକ ଗୋଲ୍‌ କରି 2-0ରେ ମୁମ୍ବାଇକୁ ମାତ୍‌ ଦେଇଛନ୍ତି ।

ଚଳିତ ସିଜନରେ ମୁମ୍ବାଇର ଏହା 4ର୍ଥ ପରାଜୟ । ତେବେ ଦଳ 34ପଏଣ୍ଟ ସହ 2ୟ ସ୍ଥାନରେ ରହିଛି । ସେହିପରି ଜାମସେଦପୁର ବର୍ତ୍ତମାନ ସୁଦ୍ଧା 6ଟିରେ ବିଜୟ ହାସଲ କରି 24ପଏଣ୍ଟ ସହ 6ଷ୍ଠ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.