ପାଣାଜି: ଆଜି ସନଡେ ଡବଲ ହେଡର 2ୟ ମ୍ୟାଚରେ ବେଙ୍ଗାଲୁରୁ ଏଫ୍ସିକୁ ଭେଟିବ ଓଡିଶା ଏଫ୍ସି ଦଳ । ଆଇଏସଏଲର-7ର 70ତମ ମ୍ୟାଚରେ ଓଡିଶା ଦଳ 2 ବିଜୟ ଳକ୍ଷ୍ୟ ନେଇ ବେଙ୍ଗାଲୁରୁ ବିପକ୍ଷରେ ଗ୍ରାଉଣ୍ଡକୁ ଓହ୍ଲାଇବ । ଚଳିତ ସିଜନରେ ଉଭୟ ଦଳ 12ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି ।
-
Head Coach, Stuart Baxter addressed the media virtually at the pre-match conference ahead of our game against Bengaluru FC tonight. 🗣💬#OdishaFC #AmaTeamAmaGame #HeroISL pic.twitter.com/9mADdpRXdt
— Odisha FC (@OdishaFC) January 24, 2021 " class="align-text-top noRightClick twitterSection" data="
">Head Coach, Stuart Baxter addressed the media virtually at the pre-match conference ahead of our game against Bengaluru FC tonight. 🗣💬#OdishaFC #AmaTeamAmaGame #HeroISL pic.twitter.com/9mADdpRXdt
— Odisha FC (@OdishaFC) January 24, 2021Head Coach, Stuart Baxter addressed the media virtually at the pre-match conference ahead of our game against Bengaluru FC tonight. 🗣💬#OdishaFC #AmaTeamAmaGame #HeroISL pic.twitter.com/9mADdpRXdt
— Odisha FC (@OdishaFC) January 24, 2021
ଓଡିଶା ଏଫ୍ସି 12ଟି ମ୍ୟାଚରୁ 1ଟିରେ ବିଜୟ ହାସଲ କରିଥିବାବେଳେ 4ଟିରେ ଡ୍ର ଓ 7ଟିରେ ପରାସ୍ତ ହୋଇଛି । ତେବେ ଓଡିଶା ଟିମ 7 ପଏଣ୍ଟ ସହ ଟେବୁଲର ଅନ୍ତିମ ସ୍ଥାନରେ ରହିଛି । ସେହିପରି ବେଙ୍ଗାଲୁରୁ ଏଫ୍ସି 12ଟି ମ୍ୟାଚରୁ 3ଟଚିରେ ବିଜୟ ହାସଲ କରି 13ପଏଣ୍ଟ ସହ 8ମ ସ୍ଥାନରେ ରହିଛି ।
-
Since beating @OdishaFC earlier this season, @bengalurufc are yet to register a win 😱
— Indian Super League (@IndSuperLeague) January 24, 2021 " class="align-text-top noRightClick twitterSection" data="
Can the Blues achieve the double or will Stuart Baxter's side come out on 🔝 this time around?#BFCOFC #LetsFootball pic.twitter.com/YOiVq2sTuN
">Since beating @OdishaFC earlier this season, @bengalurufc are yet to register a win 😱
— Indian Super League (@IndSuperLeague) January 24, 2021
Can the Blues achieve the double or will Stuart Baxter's side come out on 🔝 this time around?#BFCOFC #LetsFootball pic.twitter.com/YOiVq2sTuNSince beating @OdishaFC earlier this season, @bengalurufc are yet to register a win 😱
— Indian Super League (@IndSuperLeague) January 24, 2021
Can the Blues achieve the double or will Stuart Baxter's side come out on 🔝 this time around?#BFCOFC #LetsFootball pic.twitter.com/YOiVq2sTuN
ତେବେ ଆଜିର ମ୍ୟାଚକୁ ନେଇ ଓଡିଶା ଏଫ୍ସିର ମୁଖ୍ୟକୋଚ ଷ୍ଟୁଆର୍ଟ ବକ୍ସଷ୍ଟର କହିଛନ୍ତି ଯେ, ଆମକୁ ସମସ୍ତ ମ୍ୟାଚରେ ଡିଫେନ୍ସକୁ ମଜବୁତ ରଖି ନିଜର ଗେମ୍ ଖେଳିବାକୁ ହେବ । ଏପରି କରିବାରେ ଯଦି ସଫଳ ହେବୁ ତେବେ ଆମକୁ ବିଜୟ ହେବାରେ କେହିବି ରୋକି ପାରିବେ ନାହିଁ । ଏପରି ଆମେ ଅନେକ ଥର କରିଛୁ ଓ ମଜବୁତ ଟିମ ବିପକ୍ଷରେ ଭଲ ଖେଳିଛୁ ।
ସୂଚନାଥାଉକି, ସନଡେ ଡବଲ ହେଡର 2ୟ ମ୍ୟାଚ ସନ୍ଧ୍ୟା 7ଟା30ରେ ଖେଳାଯିବ ।