ETV Bharat / sports

ଫିଫା ବିଶ୍ବକପ କ୍ବାଲିଫାୟାର: ଓମାନ ବିପକ୍ଷରେ ଭାରତର 'କର ବା ମର' ପରିସ୍ଥିତି

author img

By

Published : Nov 19, 2019, 8:14 PM IST

ଭାରତ ବନାମ ଓମାନ । ଫିଫା ବିଶ୍ବ କପ-2022 କ୍ବାଲିଫାୟାର ପାଇଁ ଭାରତୀୟ ଦଳ ପାଇଁ ଏହି ମ୍ୟାଚ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି ।

fifa worldcup

ମାସ୍କଟ: ଫିଫା ବିଶ୍ବ କପ-2022 କ୍ବାଲିଫାୟାର ପାଇଁ ଆଜି ସୁନୀଲ ଛେତ୍ରୀଙ୍କ ନେତୃତ୍ବରେ ଭାରତୀୟ ଦଳ ଓମାନ ବିପକ୍ଷରେ ଖେଳିବ । ଭାରତ ଏଯାଏଁ 4ଟି ମ୍ୟାଚ ଖେଳି କୌଣସିରେ ବିଜୟ ହାସଲ କରି ପାରିନାହିଁ । 3ଟି ମ୍ୟାଚରେ ଭାରତ ଡ୍ର ଖେଳି ମାତ୍ର 3 ପଏଣ୍ଟ ହାସଲ କରିଛି 4ର୍ଥ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ ଭାରତ ପାଇଁ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି ।

fifa worldcup
ଭାରତୀୟ ଫୁଟବଲ ଦଳ
ସୂଚନା ଥାଉକି ଭାରତ ପୂର୍ବରୁ ଓମାନ୍‌ ଠାରୁ 1-2ଗୋଲ୍‌ରେ ପରାଜିତ ହୋଇଛି । ଏଥର ମ୍ୟାଚରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବ ଭାରତୀୟ ଦଳ ।

ମ୍ୟାଚଟି ଓମାନ୍‌ର ଘରୋଇ ଗ୍ରାଉଣ୍ଡ ସୁଲତାନ-କାବୁସ ସ୍ପୋର୍ଟ୍ସ କମ୍ଲେସ୍ସରେ ଖେଳାଯିବ । ଭାରତ ସମୟ ଅନୁସାରେ ରାତି 8.30ମିନିଟ୍‌ରେ ମ୍ୟାଚ ଆରମ୍ଭ ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.