ETV Bharat / sports

ଆରପାରିରେ ପୂର୍ବତନ ଭାରତୀୟ ଗୋଲକିପର ଭାସ୍କର ମୈତି - ପୂର୍ବତନ ଭାରତୀୟ ଗୋଲକିପର ଭାସ୍କର ମୈତି

ପୂର୍ବତନ ଭାରତୀୟ ଗୋଲକିପର ଭାସ୍କର ମୈତିଙ୍କ ନିଧନ । ଶେଷ ନିଶ୍ବାସ ତ୍ୟାଗ ବେଳକୁ ତାଙ୍କୁ 67ବର୍ଷ ହୋଇଥିଲା ।

Ex-India goalkeeper Bhaskar Maity no more

author img

By

Published : Aug 20, 2020, 2:55 PM IST

ମୁମ୍ବାଇ: ପୂର୍ବତନ ଭାରତୀୟ ଗୋଲକିପର ଭାସ୍କର ମୈତିଙ୍କ ନିଧନ । ନବି ମୁମ୍ବାଇ ହସ୍ପିଟାଲରେ ତାଙ୍କର ବ୍ରେନ ହେମରେଜ କାରଣରୁ ଦେହାନ୍ତ ହୋଇଛି । ଶେଷ ନିଶ୍ବାସ ତ୍ୟାଗ ବେଳକୁ ତାଙ୍କୁ 67ବର୍ଷ ହୋଇଥିଲା ।

@praful_patel
ଫଟୋ ସୌଜନ୍ୟ: @praful_patel

ମୈତି 1978 ଏସିଆଡ ଗେମରେ ଭାରତର ପ୍ରତିନିଧିତ୍ବ କରିଥିଲେ । ସେ ସନ୍ତୋଷ ଟ୍ରଫିରେ ମହାରାଷ୍ଟ୍ର ପାଇଁ 1975ରୁ 1979 ଯାଏଁ ଖେଳିଥିଲେ । 1974ରୁ 1980 ଯାଏଁ ମଫତଲାଲ ସ୍ପୋର୍ଟସ କ୍ଲବ ଓ 1981ରୁ 1982 ଯାଏଁ ଜାତୀୟ କ୍ୟାମିକଲ୍ସ ଏବଂ ଫର୍ଟିଲାଇଜର୍ସ ପାଇଁ ଖେଳିଛନ୍ତି । ଅବସରର ପରେ ଆରସିଏଫ ଫୁଟବଲ ଟିମର କୋଚ ଦାୟିତ୍ବ ତୁଲାଉ ଥିଲେ ।

ଅଖିଳ ଭାରତୀୟ ଫୁଟବଲ ମହାସଂଘର ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ମୈତିଙ୍କ ନିଧନରେ ଦୁଃଖ ପ୍ରକାଶ କରି ଟ୍ବିଟ ଶୋକ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.