ETV Bharat / sports

କୋରୋନା ଭାଇରସ: ଇଟାଲି ଫେରି 14ଦିନିଆ କ୍ବାରେଣ୍ଟିନରେ ରୋନାଲ୍ଡୋ

ପ୍ରାୟ 2ମାସ ଧରି ନିଜସହର ମାଦେଇରାରେ ରହିବା ପରେ, ଇଟାଲି ଫେରିଛନ୍ତି ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ । କତେବେ ତୁରିନରେ ପହଞ୍ଚିବା ପରେ 2ସପ୍ତାହ ପର୍ଯ୍ୟନ୍ତ ରୋନାଲ୍ଡୋ କ୍ବାରେଣ୍ଟିନରେ ରହିବେ ।

author img

By

Published : May 5, 2020, 11:52 AM IST

COVID-19: Ronald returns to Italy, enters 14 day quarantine
କୋରୋନା ଭାଇରସ: ଇଟାଲି ଫେରି 14ଦିନିଆ କ୍ବାରେଣ୍ଟିନରେ ରୋନାଲ୍ଡୋ

ଲିଡସ: ପ୍ରାୟ 2ମାସ ଧରି ନିଜସହର ମାଦେଇରାରେ ରହିବା ପରେ, ଇଟାଲି ଫେରିଛନ୍ତି ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ । କତେବେ ତୁରିନରେ ପହଞ୍ଚିବା ପରେ 2ସପ୍ତାହ ପର୍ଯ୍ୟନ୍ତ ରୋନାଲ୍ଡୋ କ୍ବାରେଣ୍ଟିନରେ ରହିବେ ।

ଦୀର୍ଘଦିନର ବ୍ୟବଧାନ ପରେ ଅଭ୍ୟାସ ଆରମ୍ଭ କରିବ ଜୁଭେଣ୍ଟସ । ଟିମ ସହ ଯୋଗଦେବା ପାଇଁ ସମସ୍ତ ଖେଳାଳି କଡା କୋରୋନା କଟକଣାର ପାଳନ କରୁଛନ୍ତି । ଟିମର ଏକାଧିକ ଖେଳାଳି ଆରୋନ ରାମସେ, ଜୁଆନ କ୍ବାଡ୍ରାଡୋ, କାର୍ଲୋ ପିନସୋଗଲୋ ଓ ମେରି ଡିମେରାଲଙ୍କର କୋରୋନାଭାଇରସ ଟେଷ୍ଟ କରାଯାଇଛି ।

ରବିବାର ଇଟାଲି କ୍ରୀଡାମନ୍ତ୍ରୀ ଭିନସେନଞ୍ଜୋସ ସ୍ପାଦାଭୋରା କେବଳ ଖେଳାଳିଙ୍କ ଏକାକି ଅଭ୍ୟାସକୁ ଅନୁମତି ପ୍ରଦାନ କରିଛନ୍ତି । ମାତ୍ର ମେ 18 ପୂର୍ବରୁ ଟିମର ଅଭ୍ୟାସ କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.