ETV Bharat / sports

କୋରୋନା ଭାଇରସ: ଆଫ୍ରିକାନ ଚମ୍ପିଆନ୍ସ ଲିଗ ସ୍ଥଗିତ

author img

By

Published : Apr 13, 2020, 10:43 AM IST

କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ କନଫେଡେରେସନ ଅଫ ଆଫ୍ରିକାନ ଫୁଟବଲ(CAF)ର ଜରୁରୀକାଳୀନ କମିଟି ପକ୍ଷରୁ ଆଫ୍ରିକାନ ଚମ୍ପିଆନ୍ସ ଲିଗ ସ୍ଥଗିତ ଘୋଷଣା ।

African champions League Semifinals Postponed due to COVID-19 pandemic
କୋରୋନା ଭାଇରସ: ଆଫ୍ରିକାନ ଚମ୍ପିଆନ୍ସ ଲିଗ ସ୍ଥଗିତ

ହାଇଦ୍ରାବାଦ: କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ପ୍ରଭାବିତ ହୋଇଛି ଆଉ ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ । ସ୍ଥଗିତ ହୋଇଛି ଆଫ୍ରିକାନ ଚମ୍ପିଆନ୍ସ ଲିଗ । ଏନେଇ କନଫେଡେରେସନ ଅଫ ଆଫ୍ରିକାନ ଫୁଟବଲ(CAF)ର ଜରୁରୀକାଳୀନ କମିଟି ପକ୍ଷରୁ ଘୋଷଣା କରାଯାଇଛି ।

ଚଳିତବର୍ଷ ମେ ପ୍ରଥମ ସପ୍ତାହରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ପୂର୍ବରୁ ସୂଚୀ ରହିଥିଲା । ତେବେ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହି ଲିଗକୁ ସ୍ଥଗିତ ରଖାଯାଇଛି । ବିଶ୍ବତମାମ ଆତଙ୍କରାଜ ଚଳାାଇଥିବା ମହାମାରୀ କୋରାନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଶ୍ବର ପ୍ରାୟ ସମସ୍ତ ଦେଶ କ୍ରୀଡା ଇଭେଣ୍ଟକୁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ଏହି ଭାଇରସରେ ଏଯାବତ 1.6 ମିଲିୟନ ଲୋକେ ସଂକ୍ରମିତ ହୋଇଥିବାବେଳେ, 100,000ରୁ ଅଧିର ଲୋକେ ପ୍ରାଣ ହରାଇସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.