ETV Bharat / sports

ଫେବୃଆରୀ ୧୭ରୁ ରଣଜୀ ଟ୍ରଫି ୨୦୨୨

author img

By

Published : Feb 8, 2022, 10:57 PM IST

ରଣଜୀ ଟ୍ରଫି ୨୦୨୨ର ରାଉଣ୍ଡ ୧ଫେବୃଆରୀ ୧୭ରୁ ୨୦ ପର୍ଯ୍ୟନ୍ତ ଖେଳାଯିବ । ସମସ୍ତ ଟିମକୁ ଫେବୃଆରୀ ୧୦ ସୁଦ୍ଧା ସେମାନଙ୍କର ଭେନ୍ୟୁରେ ପହଞ୍ଚିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Ranji Trophy: Teams asked to limit squad size to 30; Round 1 from Feb 17
ଫେବୃଆରୀ ୧୭ରୁ ରଣଜୀ ଟ୍ରଫି ୨୦୨୨

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୨ର ରାଉଣ୍ଡ ୧ଫେବୃଆରୀ ୧୭ରୁ ୨୦ ପର୍ଯ୍ୟନ୍ତ ଖେଳାଯିବ । ସମସ୍ତ ଟିମକୁ ଫେବୃଆରୀ ୧୦ ସୁଦ୍ଧା ସେମାନଙ୍କର ଭେନ୍ୟୁରେ ପହଞ୍ଚିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି । ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ ୨୪ରୁ ୨୭ ଓ ତୃତୀୟ ରାଉଣ୍ଡ ମାର୍ଚ୍ଚ ୩-୬ ଖେଳାଯିବ । ମଙ୍ଗଳବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ରଣଜୀ ଟ୍ରଫି ଆୟୋଜନର ଗାଇଡଲାଇନ ସମସ୍ତ ୯ଟି ଆୟୋଜକ ସଂଘକୁ ପ୍ରଦାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Ranji Trophy: ମୁମ୍ବାଇ ସ୍କ୍ବାଡ୍‌ରେ ରାହାଣେ, ଅର୍ଜୁନ ତେନ୍ଦୁଲକର

ଗାଇଡଲାଇନ ଅନୁଯାୟୀ, ଟୁର୍ନାମେଣ୍ଟ ପାଇଁ ଅଭ୍ୟାସ ଆରମ୍ଭ ପୂର୍ବରୁ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ୫ଦିନିଆ କ୍ବାରେଣ୍ଟିନରେ ରହିବାକୁ ହେବ । ଏଥିସହ ସ୍କ୍ବାଡ୍‌ ସାଇଜ ୨୦ରୁ ୩୦କୁ ବୃଦ୍ଧି ପାଇଁ କୁହାଯାଇଛି । ଫେବୃଆରୀ ୧୦ରୁ ୫ ଦିନିଆ କ୍ବାରେଣ୍ଟିନ ଆରମ୍ଭ ହେବ ଓ COVID-19 ରିପୋର୍ଟ ନେଗେଟିଭ ପରେ ଫେବୃଆରୀ ୧୫ରୁ ୧୬ ଅଭ୍ୟାସ ପାଇଁ ଅନୁମତି ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.