ETV Bharat / sports

ଟସ ଜିତି କୋଲକାତା ନାଇଟ ରାଇଡର୍ସର ପ୍ରଥମେ ବୋଲିଂ ନିଷ୍ପତ୍ତି

ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି ଆଇପିଏଲର ପଞ୍ଚମ ମ୍ୟାଚ । ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

author img

By

Published : Apr 13, 2021, 7:17 PM IST

ଟସ ଜିତି କୋଲକାତା ନାଇଟ ରାଇଡର୍ସର ପ୍ରଥମେ ବୋଲିଂ ନିଷ୍ପତ୍ତି
ଟସ ଜିତି କୋଲକାତା ନାଇଟ ରାଇଡର୍ସର ପ୍ରଥମେ ବୋଲିଂ ନିଷ୍ପତ୍ତି

ଚେନ୍ନାଇ: ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି ଆଇପିଏଲର ପଞ୍ଚମ ମ୍ୟାଚ। ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଦୁଇଟି ଦଳ ନିଜ ନିଜର ଦ୍ବିତୀୟ ମ୍ୟାଚ ଖେଳୁଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲା। ମ୍ୟାଚରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟରେ ବିଜୟ ଅଭିଯାନ ଆରମ୍ଭ କରିବାକୁ ଚାହିଁବ ଦଳ।

ସେପଟେ ପ୍ରଥମ ମ୍ୟାଚରେ ବିଜୟୀ ହୋଇ କୋଲକାତା ନାଇଟ ରାଇଡର୍ସ ଦଳର ମନୋବଳ ସୃଦୁଢ଼ ରହିଛି । ଏହି ବିଜୟ ଅଭିଯାନକୁ ଜାରି ରଖିବାକୁ ଚେଷ୍ଟା କରିବ କୋଲକାତା ନାଇଟ ରାଇଡର୍ସ । ତେବେ ଗତ ମ୍ୟାଚରେ ଚେନ୍ନାଇର ପିଚରେ ବ୍ୟାଟକୁ ସଠିକ ଭାବରେ ବଲ ଆସୁନଥିବା କଥା କହିଥିଲେ ଉଭୟ ଦଳର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି।

କୋଲକାତା ନାଇଟ ରାଇଡର୍ସ ଚୂଡ଼ାନ୍ତ ଏକାଦଶ

ନୀତିଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଇଅନ ମୋର୍ଗାନ(କ୍ୟାପଟେନ), ଆନ୍ଦ୍ରେ ରସେଲ, ଦିନେଶ କାର୍ତ୍ତିକ, ଶାକିବ ଅଲ-ହସନ୍, ପ୍ୟାଟ କମିନ୍ସ, ହରଭଜନ ସିଂହ, ପ୍ରସିଦ୍ଧ କ୍ରୀଷ୍ଣା, ବରୁଣ ଚକ୍ରବର୍ତ୍ତୀ।

ମୁମ୍ବାଇ ଇଣ୍ଡିଆନ୍ସ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା(କ୍ୟାପଟେନ), କ୍ବିଣ୍ଟନ ଡିକକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁଣାଲ ପାଣ୍ଡ୍ୟା, ମାର୍କୋ ଜାନସେନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.