ETV Bharat / sports

ପାକିସ୍ତାନ ବିପକ୍ଷ ଅନ୍ତିମ ଦିନିକିଆ ନଖେଳି ଭାରତ ଆସିବେ 5 ସାଉଥ ଆଫ୍ରିକା ଖେଳାଳି

author img

By

Published : Apr 7, 2021, 11:05 AM IST

ଆଇପିଏଲ 2021ରେ ସାମିଲ ହେବା ପାଇଁ ପାକିସ୍ତାନ ବିପକ୍ଷ ଅନ୍ତିମ ଦିନିକିଆ ଛାଡି ଭାରତ ଆସିବେ । ସେମାନେ ସମସ୍ତେ ସାଉଥି ଆଫ୍ରିକା ଦଳର ବୋଲିଂ ଓ ବ୍ୟାଟିଂରେ ମରୁଦଣ୍ଡ ରହିଛନ୍ତି । ଆସନ୍ତା 9 ରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ସାମିଲ ହେବେ । ଅଧିକ ପଢନ୍ତୁ...

Depleted South Africa face Pakistan in ODI series decider
ପାକିସ୍ତାନ ବିପକ୍ଷ ଅନ୍ତିମ ଦିନିକିଆ ନଖେଳି ଭାରତ ଆସିବେ 5 ସାଉଥ ଆଫ୍ରିକା ଖେଳାଳି

ସେଞ୍ଚୁରିଆନ: ଆଇପିଏଲ 2021ରେ ଭାଗନେବା ପାଇଁ ଭାରତ ପହଞ୍ଚିଲେ 5 ଦକ୍ଷିଣ ଆଫ୍ରିକା ଖେଳାଳି । ପାକିସ୍ତାନ ବିପକ୍ଷ ଅନ୍ତିମ ଦିନିକିଆରୁ ନ ଖେଳି ପାଞ୍ଚ ଦକ୍ଷିଣ ଆଫ୍ରିକା ଖେଳାଳି । ସମସ୍ତେ ଆସନ୍ତା ଅପ୍ରେଲ 9ର ଆରମ୍ଭ ହେବାକୁଥିବା ଆଇପିଏଲର ସାମିଲ ହେବେ ।

ପାକିସ୍ତାନ ବିପକ୍ଷ ଅନ୍ତିମ ଦିନିକିଆରେ ସାମିଲ ହେବାକୁ ନଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ମାନେ ହେଲେ ଦ୍ରୃତ ବୋଲର କାସିଗୋ ରବାଡା, ଅଣ୍ଡରିଚ ନୋଟରିଚ (ଦିଲ୍ଲୀ କ୍ୟାପିଟାଲସ) କୁଇଣ୍ଟନ ଡିକକ୍ (ମୁମ୍ବାଇ ଇଣ୍ଡିଆନ୍ସ) ଡେଭିଡ ମିଲର (ରାଜସ୍ଥାନ ରୟାଲ୍ସ ) ଲୁଙ୍ଗି ଏନଗ୍ଡିଡି (ଚେନ୍ନାଇ ସୁପରକିଙ୍ଗସ) ଯୋଗଦେବେ । ମଙ୍ଗଳବାର ଦିନ ଅନୋରିଚ ନର୍ଟଜେ ଏବଂ ରାବାଡା ଦିଲ୍ଲୀ କ୍ୟାପିଟାଲରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି । ଏହି ମ୍ୟାଚ୍ ପାକିସ୍ତାନକୁ ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଥର ପାଇଁ ଚାଲିଥିବା ଏକଦିବସୀୟ ସିରିଜ୍ ଜିତିବାକୁ ସୁଯୋଗ ଦେବ। ଏହି ମ୍ୟାଚରେ ଆହତ କାରଣରୁ ପାକିସ୍ତାନ ଲେଗ ସ୍ପିନର ଶାଦବ ଖାନଙ୍କୁ ଖେଳିପାରିବେ ନାହିଁ ।

ପାକିସ୍ତାନ ଓ ସାଉଥ ଆଫ୍ରିକା ମଧ୍ୟର ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ଚାଲିଛି । ଅଧାରୁ ଦକ୍ଷିଣ ଆଫ୍ରିକା ଖେଳାଳି ମାନେ ଫେରୁଥିବାରୁ ପାକିସ୍ତାନକୁ ସିରିଜ ବିଜୟୀ ହେବାର ସୁଯୋଗ ସୃଷ୍ଟି କରିଛି । ବର୍ତ୍ତମାନ ସିରିଜ 1-1 ରହିଛି ଅନ୍ତିମ ମ୍ୟାଚରେ ପାକିସ୍ତାନ ସିରିଜ ଜିତିବା ପାଇଁ ଚେଷ୍ଟା କରିବ । ଯାହା ପାକିସ୍ତାନ ଦ୍ବିତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ ବିଜୟ ହୋଇପାରିବ ।ସେମାନେ ଏହା ପୂର୍ବରୁ କିଛି ବର୍ଷ ପୂର୍ବରୁ ମିସବା-ଉଲ୍-ହକ୍ ଅଧୀନରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜିତିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.