ETV Bharat / sports

ଆଇପିଏଲ 2021: ସନରାଇଜର୍ସ ବନାମ କ୍ୟାପିଟାଲ୍ସ ମୁକାବିଲା

author img

By

Published : Apr 25, 2021, 7:01 PM IST

ଅରେଞ୍ଜ ଆର୍ମୀ କ୍ୟାମ୍ପ୍‌ର ଚିନ୍ତା ବଢାଇଛି ଏକାଧିକ ଖେଳାଳିଙ୍କ ଆହତ ଜନିତ ସମସ୍ୟା । ଅନ୍ୟପଟେ ଅମିତ ମିଶ୍ର ଫେରିବା ପରେ ଦିଲ୍ଲୀର ବୋଲିଂବିଭାଗ ଶକ୍ତିଶାଳୀ ହୋଇଛି । ଅଧିକ ପଢନ୍ତୁ...

IPL 2021: Struggling Sunrisers vs flying Capitals
ଆଇପିଏଲ 2021: ସନରାଇଜର୍ସ ବନାମ କ୍ୟାପିଟାଲ୍ସ ମୁକାବିଲା

ଚେନ୍ନାଇ: ଆଇପିଏଲରେ ସୁପର ସନ୍‌ଡେରେ ରହିଛି ଦୁଇଟି ହାଇଭୋଲଟେଜ ମୁକାବିଲା । ବାଙ୍ଗାଲୋର ଓ ଚେନ୍ନାଇ ମଧ୍ୟର ପ୍ରଥମ ମୁକାବିଲା ଜାରି ରହିଥିବା ବେଳେ, ସନ୍ଧ୍ୟାରେ ଦ୍ବିତୀୟ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ରହିଛି । ଏମଏ ଚିଦାମ୍ବରମ ଷ୍ଟାଡିୟମ ଚେନ୍ନାଇରେ ଏହି ମ୍ୟାଚ ଖେଳାଯିବ । ଏହି ଧୀମା ପିଚ୍‌ରେ ଏଯାବତ 9ଟି ମ୍ୟାଚ ଖେଳାଯାଇସାରିଛି, ମାତ୍ର ଦୁଇ ଟିମ ମଧ୍ୟରେ ଆଜି ଖେଳାଯିବାକୁ ଥିବା ମ୍ୟାଚରେ ହାଇସ୍କୋରିଂ ମ୍ୟାଚ ହେଲେ ଏହା କୌଣସି ଚମତ୍କାରଠୁ କମ ହେବନି ।

ଅରେଞ୍ଜ ଆର୍ମୀ କ୍ୟାମ୍ପ୍‌ର ଚିନ୍ତା ବଢାଇଛି ଏକାଧିକ ଖେଳାଳିଙ୍କ ଆହତ ଜନିତ ସମସ୍ୟା । ଟି ନଟରାଜନ ଆହତ ହୋଇ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଛନ୍ତି । ଅନ୍ୟପଟେ ଅବଦୁଲ ସମାଦ ମଧ୍ୟ ମାଂଶପେଶୀ ଜନିତ ଆହତ ଯୋଗୁଁ ଗତ ମ୍ୟାଚ ଖେଳିନଥିଲେ ।

ଅନ୍ୟପଟେ ଅମିତ ମିଶ୍ର ଫେରିବା ପରେ ଦିଲ୍ଲୀର ବୋଲିଂବିଭାଗ ଶକ୍ତିଶାଳୀ ହୋଇଛି । ଫଳରେ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ ଋଷଭ ପନ୍ତଙ୍କ ଟିମ ।

ସ୍କ୍ବାଡ:

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର(କ୍ୟାପଟେନ), ଜନ୍ନି ବେୟାରଷ୍ଟୋ(ୱିକେଟ କିପର), କେନ ୱିଲିୟମସନ, ବିରାଟ ସିଂହ, ବିଜୟ ଶଙ୍କର, ଅଭିଶେକ ଶର୍ମା, କେଦାର ଯାଦବ, ରସିଦ ଖାନ, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କୌଲ, ରିଦ୍ଧିମାନ ଶାହା, ଶ୍ରୀବାତ ଗୋସ୍ବାମୀ, ମନୀଷ ପାଣ୍ଡେ, ମହମ୍ମଦ ନବୀ, ଜେସନ ରୟ, ସାହବାଜ ନଦୀମ, ଜେସନ ହୋଲ୍ଡର, ସନ୍ଦୀପ ଶର୍ମା, ବାଶିଲ ଥାମ୍ପି, ଜଗଦୀଶ ସୁଚିତ, ମୁଜୀବ ଅର ରେହମାନ, ପ୍ରିୟାମ ଗର୍ଗ, ଅବଦୁଲ ସମାଦ ।

ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ (ଅଧିନାୟକ), ଶିଖର ଧୱନ, ପୃଥ୍ବୀ ଶ, ଆଜିଙ୍କ୍ୟ ରାହାଣେ, ଶିମରୋନ ହେଟମେୟର, ମାର୍କସ୍ ଷ୍ଟୋଇନିସ୍, କ୍ରିସ୍ ୱର୍କସ, ଆର ଅଶ୍ବିନ, ଅମିତ ମିଶ୍ରା, ଲଳିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡା, ଏନରିଚ ନର୍କିଆ, ଇଶାନ୍ତ ଶର୍ମା, ଆବେଶ ଖାନ, ଉମେଶ ଯାଦବ, ରିପଲ୍ ପଟେଲ, ବିଷ୍ଣୁ ବିନୋଦ, ଲୁକମାନ ମେରିୱାଲା, ଏମ ସିଦ୍ଧାର୍ଥ, ଟମ କୁରାନ, ସାମ ବିଲିଂସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.