ETV Bharat / sports

IPL 2021: ସୁପର କିଙ୍ଗ୍ସକୁ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ଆମନ୍ତ୍ରଣ

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ କ୍ୟାପଟେନ କେଏଲ ରାହୁଲ । ଅଧିକ ପଢନ୍ତୁ...

author img

By

Published : Oct 7, 2021, 4:08 PM IST

IPL 2021: Punjab Kings win toss, elect to bowl against CSK
IPL 2021: ସୁପର କିଙ୍ଗ୍ସକୁ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ଆମନ୍ତ୍ରଣ

ଦୁବାଇ: ଆଇପିଏଲ ୨୦୨୧ର ୫୩ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ କ୍ୟାପଟେନ କେଏଲ ରାହୁଲ । ଫଳରେ ବ୍ୟାଟିଂ କରୁଛି ମହେନ୍ଦ୍ର ସିଂ ଧୋନିଙ୍କ CSK ।

ଚୁଡାନ୍ତ ଏକାଦଶ:

ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ଫାଫ୍‌ ଡୁପ୍ଲେସିସ୍‌, ରବିନ ଉଥାପ୍ପା, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ/ୱିକେଟ କିପର), ରବିନ୍ଦ୍ର ଜାଡେଜା, ଡ୍ବାଇନ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜସ ହେଜେଲଉଡ୍‌ ।

ପଞ୍ଜାବ କିଙ୍ଗ୍ସ: କେଏଲ ରାହୁଲ(କ୍ୟାପଟେନ/ୱିକେଟକିପର), ମୟଙ୍କ ଅଗ୍ରୱାଲ, ଆଡନ ମାର୍କ୍ରମ, ସର୍ଫରାଜ ଖାନ୍‌, ଶାହାରୁଖ ଖାନ, ମୋଇସେସ ହେନେରିକ୍ସ, କ୍ରିସ ଜୋର୍ଡାନ, ହରପ୍ରୀତ ବ୍ରାର, ମହମ୍ମଦ ସାମି, ରବି ବିଷ୍ଣୋଇ, ଅର୍ଶଦୀପ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.