ETV Bharat / sports

RCB vs KXIP: ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଆରସିବି - ଆଇପିଏଲ 2020

ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଆରସିବି ଅଧିନାୟକ ବିରାଟ କୋହଲି । ଫଳରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଛି ।

RCB vs KXIP: ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଲା ଆରସିବି

author img

By

Published : Sep 24, 2020, 7:27 PM IST

Updated : Sep 25, 2020, 6:00 PM IST

ଦୁବାଇ: ଆଜି ଖେଳାଯାଉଛି ଆଇପିଏଲର ଷଷ୍ଠ ମ୍ୟାଚ । ଦୁବାଇ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଆରସିବି ଅଧିନାୟକ ବିରାଟ କୋହଲି । ଫଳରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଛି ।

ତେବେ ଡ୍ୟୁ ଫ୍ୟାକ୍ଟରକୁ ନଜରରେ ରଖି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଧିନାୟକ କୋହଲି । ସେପଟେ ସୁପର ଓଭରରୁ ଦିଲ୍ଲୀଠାରୁ ପରାଜୟ ପାଇଥିବା ପଞ୍ଜାବ ଆମେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛୁ । ସକାରତ୍ମକ ଚିନ୍ତାଧାରା ସହ ଆମେ ପାଳି ଆରମ୍ଭ କରିବାକୁ ଯୋଜନା ରଖିଛୁ ।

  • କିଙ୍ଗସ ଏକାଦଶ ପଞ୍ଜାବ ଚୂଡାନ୍ତ ଏକାଦଶ: ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କରୁନ ନାୟାର, ନିକୋଲାସ ପୁରାନ, ଗ୍ଲେନ ମ୍ୟାକ୍ସୱେଲ, ସରଫରାଜ ଖାନ, ଜେମ୍ସ ନିଶାମ, ମହମ୍ମଦ ଶାମି, ମୁରୁଗାନ ଅଶ୍ୱିନ, ଶେଲଡନ କଟ୍ରେଲ, ରବି ବିଷ୍ଣୋଇ ।
  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚୂଡାନ୍ତ ଏକାଦଶ: ଦେବଦତ୍ତ ପାଡିକଲ, ଆରୋନ ଫିଞ୍ଚ, ବିରାଟ କୋହଲି (ଅଧିନାୟକ), ଏବି ଡି ଭିଲିୟର୍ସ, ଶିବମ ଦୁବେ, ଜୋସ ଫିଲିପେ, ୱାଶିଂଟନ୍ ସୁନ୍ଦର, ନବଦୀପ ସାଇନି, ଉମେଶ ଯାଦବ, ଡେଲ ଷ୍ଟେନ, ୟୁଜଭେନ୍ଦ୍ର ଚହଲ ।

Last Updated : Sep 25, 2020, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.