ETV Bharat / sports

IND vs SL 2st T-20: ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ - ଭାରତ-ଶ୍ରୀଲଙ୍କା ମ୍ୟାଚ

ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ T-20 ମ୍ୟାଚ । ହିମାଚଳ ପ୍ରଦେଶର ଧର୍ମଶାଳାରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ । ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଦଳ । ଅଧିକ ପଢନ୍ତୁ

IND vs SL 2st T-20: ବିଜୟ ଲକ୍ଷରେ ପଡିଆକୁ ଓହ୍ଲାଇବ ଭାରତ

author img

By

Published : Feb 26, 2022, 7:20 AM IST

ଶିମଲା: ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ T-20 ମ୍ୟାଚ । ପ୍ରଥମ ଦିନରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ମଧ୍ୟ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଜି ହିମାଚଳ ପ୍ରଦେଶର ଧର୍ମଶାଳାରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଯୁବ ଖେଳାଳୀ ଦଳରେ ରହିଛନ୍ତି ।

ପ୍ରଥମ ମ୍ୟାଚରେ ଯୁବ ଖେଳାଲୀଙ୍କ ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ ଇଶାନ କିସାନ । ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ଇଶାନ । ସେହିପରି ଶ୍ରେୟସ ଆୟର ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ଭାରତର ଲଗାତାର ବିଜୟ ଲକ୍ଷ୍ୟ ଧାରାରେ ବ୍ରେକ ଲଗାଇବାକୁ ପଡିଆକୁ ଓହ୍ଲାଇବ ।

ଭାରତ ଏକାଦଶ ଦଳ: ରୋହିତ ଶର୍ମା( ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ଶ୍ରେୟାସ ଆୟର, ଦୀପକ ହୋଡା, ରବିନ୍ଦ୍ର ଜାଡେଜା, ଭେଙ୍କେଟସ ଆୟର, ଇଶାନ କିଷନ, ସଞ୍ଜୁ ସାମସନ, ଅବେସ ଖାନ, ଭୁବନେଶ୍ବର କୁମାର,ହର୍ଷଲ ପଟେଲ, ଯଶପ୍ରିତ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ ।

ଶ୍ରୀଲଙ୍କା ଏକାଦଶ ଦଳ: ଦିମୁଥ କରୁଣୀରତ୍ନେ (ଅଧିନାୟକ) , ଲାହିରୁ ଥିରିମାନେ, ଧନଞ୍ଜୟ ଡି ସିଲଭା, ଆଞ୍ଜେଲୋ ମାଥ୍ୟୁସ, ଦିନେଶ ଚାଣ୍ଡିମଲ, ଚାରିଥ ଆଶାଲଙ୍କା, କୁଶଲ ମେଣ୍ଡିସ, ଦିନେଶ ଚାନ୍ଦିମାଳ, ଚରିଥ ଆଶାଲଙ୍କା, ନିରୋସାନ ଡିକଓ୍ବାଲା, ଚାମିକା କରୁଣାରତ୍ନେ, ରମେଶ ମେଣ୍ଡିସ, ଲାହିରୁ କୁମାର, ସୁରାଙ୍ଗା ଲାକମଲ, ଦୁଷ୍ମନ୍ତ ଚାମୀରା, ବିଶ୍ବ ଫର୍ଣ୍ଣାଣ୍ଡୋ, ଜେଫ୍ରୀ ଭାଣ୍ଡରସେ, ପ୍ରବୀଣ ଜୟବିକ୍ରମ, ଲସିଥ ଏମ୍ବଲଡେନିୟା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.