ETV Bharat / sports

ମହିଳା ଶ୍ରୀଲଙ୍କା-ଇଣ୍ଡିଆ ଦିନିକିଆ: ସିରିଜ ଜିତିବା ଲକ୍ଷ୍ୟରେ ଭାରତ

ଜାରି ରହିଛି ମହିଳା କ୍ରିକେଟ ଘରୋଇ ଶ୍ରୀଲଙ୍କା ବିପକ୍ଷ ଭାରତ ଦିନିକିଆ ସିରିଜ । ପ୍ରଥମ ଦିନିକିଆରେ ଭାରତ ମ୍ୟାଚ ହାତେଇଥିବାବେଳେ ଦ୍ବିତୀୟ ଦିନିକିଆରେ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ଭାରତ ରହିଛି । ଆସନ୍ତାକାଲି (ସୋମବାର) ଭାରତ ଏବଂ ଶ୍ରୀଲଙ୍କା ବିପକ୍ଷରେ ଏହି ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ

ମହିଳା ଶ୍ରୀଲଙ୍କା-ଇଣ୍ଡିଆ ଦିନିକିଆ: ସିରିଜ ଜିତିବା ଲକ୍ଷ୍ୟରେ ଭାରତ
ମହିଳା ଶ୍ରୀଲଙ୍କା-ଇଣ୍ଡିଆ ଦିନିକିଆ: ସିରିଜ ଜିତିବା ଲକ୍ଷ୍ୟରେ ଭାରତ
author img

By

Published : Jul 3, 2022, 5:46 PM IST

ହାଇଦ୍ରାବାଦ: ଜାରି ରହିଛି ମହିଳା କ୍ରିକେଟ ଘରୋଇ ଶ୍ରୀଲଙ୍କା ବିପକ୍ଷ ଭାରତ ଦିନିକିଆ ସିରିଜ । ପ୍ରଥମ ଦିନିକିଆରେ ଭାରତ ମ୍ୟାଚ ହାତେଇଥିବା ବେଳେ ଦ୍ବିତୀୟ ଦିନିକିଆରେ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ଭାରତ ରହିଛି । ଆସନ୍ତାକାଲି (ସୋମବାର) ଭାରତ ଏବଂ ଶ୍ରୀଲଙ୍କା ବିପକ୍ଷରେ ଏହି ମ୍ୟାଚ ଖେଳାଯିବ ।

ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିବାକୁ ହେଲେ ମହିଳା କ୍ରିକେଟ ଟିମକୁ ବ୍ୟାଟିଂରେ ଅଧିକ ଫୋକସ୍ କରିବାକୁ ହେବ । ବ୍ୟାଟିଂର ଓପନିଂ ଏବଂ ମିଡିଲ ଅର୍ଡର ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ନିକଟରେ ଖେଳାଯାଇଥିବା ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ୨-୧ ରେ ଆଗୁଆ ରହିଥିଲା । ଚାଲିଥିବା ଦିନିକିଆ ସିରିଜରେ ଭାରତ ୧-୦ ରେ ଆଗୁଆ ରହିଛି ।

ସିରିଜ ବାବଦରେ ଅଲରାଉଣ୍ଡର ପୂଜା ବସ୍ତ୍ରାକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଖେଳ ପ୍ରତି ଆମର ଦୃଷ୍ଟିକୋଣ ଆଗ ଭଳିଆ ମଜବୁତ ରହିବ । ଆମେ ଏହି ସିରିଜକୁ ୩-୦ରେ ଜିତିବାକୁ ଚେଷ୍ଟା କରିବୁ । ଆମକୁ ସବୁ ମ୍ୟାଚରେ ସ୍ଥିତି ମଜବୁତ ରଖିବାକୁ ହେବ । ଆମେ ଖେଳ ପାଇଁ ଯାହା ଯୋଜନା ଏବଂ ପ୍ରସ୍ତୁତି କରିଛୁ ତାହା ଆମେ ମଇଦାନ ଉପରେ ଦେଖାଇବାକୁ ଜରୁରୀ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.