ETV Bharat / sports

ଦ୍ବିତୀୟ ଟି-20ରେ ଧୀମା ବୋଲିଂ, ଭାରତୀୟ ମହିଳା ଟିମ ଦଣ୍ଡିତ - India against England

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-20 ମ୍ୟାଚରେ ଧୀମା ବୋଲିଂ ପାଇଁ ଭାରତୀୟ ମହିଳା ଟିମ ଖେଳାଳିଙ୍କ ମ୍ୟାଚ ଫି'ର 20 ପ୍ରତିଶତ କଟିଲା । ଅଧିକ ପଢନ୍ତୁ...

India fined for slow over-rate against England in 2nd T20I
ଦ୍ବିତୀୟ ଟି20ରେ ଧୀମା ବୋଲିଂ ପାଇଁ ଭାରତୀୟ ମହିଳା ଟିମ ଦଣ୍ଡିତ
author img

By

Published : Jul 13, 2021, 6:55 AM IST

ହୋଭ୍‌: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି20 ମ୍ୟାଚରେ ଧୀମା ବୋଲିଂ ପାଇଁ ଭାରତୀୟ ମହିଳା ଟିମକୁ ଅର୍ଥଦଣ୍ଡ । ହରମନପ୍ରୀତ କୌର ଟିମକୁ ସୋମବାର ମ୍ୟାଚ ଫି'ର 20 ପ୍ରତିଶତ ହରାଇବାକୁ ପଡିଛି ।

ICC ଅନ୍ତର୍ଜାତୀୟ ପ୍ୟାନେଲର ମ୍ୟାଚ ରେଫ୍ରୀ ପିଲ ହ୍ବିଟିକେସ ଏହାକୁ ଅନୁମୋଦନ କରିଛନ୍ତି । ନିର୍ଦ୍ଧାରିତ ସମୟ ଠାରୁ ଗୋଟିଏ ଓଭର କମ ବୋଲିଂ କରିଥିଲା ହରମନପ୍ରୀତଙ୍କ ଟିମ ।

ICC ଆଚରଣ ସଂହିତାର ଧାରା 2.22 ଅନୁଯାୟୀ ସ୍ଲୋ ଓଭର ରେଟ (ଧୀମା ବୋଂଲି) ଅପରାଧ ପାଇଁ ଖେଳାଳିଙ୍କୁ ମ୍ୟାଚ ଫି'ର 20 ପ୍ରତିଶତ ଅର୍ଥଦଣ୍ଡ ମିଳିବାର ନିୟମ ରହିଛି ।

ଦ୍ବିତୀୟ ଟି220 ମ୍ୟାଚରେ ଭାରତ ବିଜୟୀ ହେବାସହ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜକୁ 1-1ରେ ବରାବାର କରିଛି ହରମନପ୍ରୀତ କୌରଙ୍କ ଟିମ । ବୁଧବାର ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.