ETV Bharat / sports

India-England T20: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲେ ରୋହିତ, ଡେବ୍ୟୁ କଲେ Arshdeep Singh

author img

By

Published : Jul 7, 2022, 10:41 PM IST

ଘରୋଇ ଦଳ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଅତିଥି ଦଳ ଭାରତ । ଅଧିକ ପଢନ୍ତୁ

India-England T20: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲେ ରୋହିତ, ଡେବ୍ୟୁ କଲେ Arshdeep Singh
India-England T20: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲେ ରୋହିତ, ଡେବ୍ୟୁ କଲେ Arshdeep Singh

ସାଉଥହାମ୍ପଟନ୍: ଘରୋଇ ଦଳ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଅତିଥି ଦଳ ଭାରତ । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଟି-20ରେ ଭାରତ ପକ୍ଷରୁ ଡେବ୍ୟୁ କରିଛନ୍ତି ଅର୍ସଦୀପ ସିଂହ ।

ଟେଷ୍ଟ ସିରିଜ 2-2ରେ ବରାବର ହେବା ପରେ ଆଜିଠୁ ଆରମ୍ଭ ହୋଇଛି ଟି-20 ସିରିଜ । ଉଭୟ ଦଳ ମଧ୍ୟରେ 3ଟି ମ୍ୟାଚ ଖେଳାଯିବ । ସ୍ଥାନୀୟ ସାଉଥହାମ୍ପଟନ୍ ଷ୍ଟାଡିୟମରେ ଖାଳାଯାଉଛି ଏହି ମ୍ୟାଚ ।

ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ଇଶାନ କିଷନ, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ (ଓ୍ବିକେଟ କିପର), ଅକ୍ଷର ପଟେଲ, ହର୍ଷେଲ ପଟେଲ, ଭୁବନେଶ୍ବର କୁମାର, ଅର୍ସଦୀପ ସିଂହ, ୟଜୁବେନ୍ଦର ଚହଲ ।

ଇଂଲଣ୍ଡ ଦଳ- ଜସନ ରୟ, ଜଶ ବଟଲର (ଅଧିନାୟକ-ଓ୍ବିକେଟ କିପର), ଡେଭିଡ ମିଲନ, ମୋଇନୀ ଅଲ୍ଲୀ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ହ୍ୟାରୀ ବ୍ରୁକ୍, ସାମ କରନ, କ୍ରିସ୍ ଜୋର୍ଡନ, ଟାଇମଲ ମିଲ୍ସ, ରିକି ଟପଲି, ମାଥ୍ୟୁ ପାର୍କିନସନ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.