ETV Bharat / sports

IND vs SL T-20: ଶ୍ରୀଲଙ୍କା ବିପକ୍ଷରେ ଭାରତର ଦମଦାର ପ୍ରଦର୍ଶନ, ୩-୦ରେ ହତେଇଲା ସିରିଜ - ଭାରତ ଶ୍ରୀଲଙ୍କା ମ୍ୟାଚ

ଶ୍ରୀଲଙ୍କା ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଟି-୨୦ରେ ଭାରତର ଦମଦାର ପ୍ରଦର୍ଶନ । ତୃତୀୟ ଦିନ ମ୍ୟାଚରେ ଶ୍ରୀଲଙ୍କାକୁ ୬ ଓ୍ବିକେଟରେ ହରାଇଲା ଭାରତ । ଅଧିକ ପଢନ୍ତୁ

IND vs SL T-20: ଶ୍ରୀଲଙ୍କା ବିପକ୍ଷରେ ଭାରତର ଦମଦାର ପ୍ରଦର୍ଶନ, ୩-୦ରେ ହତେଇଲା ସିରିଜ

author img

By

Published : Feb 28, 2022, 7:09 AM IST

ଶିମଲା: ଶ୍ରୀଲଙ୍କା ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଟି-୨୦ରେ ଭାରତର ଦମଦାର ପ୍ରଦର୍ଶନ । ୩-୦ରେ ସିରିଜ ହାତେଇଲା ଭାରତ । ଗତକାଲି ଶେଷ ଦିନ ମ୍ୟାଚଥିବା ବେଳେ ଭାରତର କ୍ଲିନ ସୁଇପ । ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୬ ଓ୍ବିକେଟରେ ଶ୍ରୀଲଙ୍କାକୁ ହରାଇ ସିରିଜ ହାତେଇଛି ।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭର ଶେଷ ସୁଦ୍ଧା ୧୪୬ ରନ କରିଥିଲା । ଭାରତ ୧୪୭ ରନର ବିଜୟ ଲକ୍ଷ ରଖି ୧୭ ଓଭର ଶେଷ ପୂର୍ବରୁ ୪ଟି ଓ୍ବିକେଟ ହରାଇ ୧୪୮ ରନରେ ବିଜୟୀ ହୋଇଥିଲା । ଫଳରେ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ମାତ ଦେଇ ସିରିଜ ପୋଛି ନେଇଛି ।

ଭାରତୀୟ ଦଳ ପକ୍ଷରୁ ଶ୍ରେୟାସ ଆୟର ୭୩ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ୨୨ ରନରେ ଅପରାଜିତ ରହିଥିଲେ । ସେହିପରି ଦିପକ ହୁଡା ୨୧, ରୋହିତ ଶର୍ମା ୫, ସାମସନ ୧୮ ଓ ଲାହିରୁ ୩୯ ରନ କରିବାକୁ ସକ୍ଷମ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.