ETV Bharat / sports

Under-19 World Cup: ୨୪ ବର୍ଷ ପରେ ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ

author img

By

Published : Feb 2, 2022, 6:47 PM IST

ଦୀର୍ଘ ୨୪ ବର୍ଷ ପରେ ଅଣ୍ଡର-୧୯ ୱାର୍ଲ୍ଡ କପ୍(Under-19 World Cup) ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ । ଅଧିକ ପଢନ୍ତୁ

Under-19 World Cup: ୨୪ ବର୍ଷ ପରେ ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ
Under-19 World Cup: ୨୪ ବର୍ଷ ପରେ ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ

ବ୍ରିଟେନ: ଦୀର୍ଘ ୨୪ ବର୍ଷ ପରେ ଅଣ୍ଡର-୧୯ ୱାର୍ଲ୍ଡ କପ୍(Under-19 World Cup) ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ । ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୧୫ ରନରେ ହରାଇ ଇଂଲଣ୍ଡ ଫାଇନାଲରେ ପହଞ୍ଚିଛି ।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରେହାନ ଅହମ୍ମଦ ବିଚକ୍ଷଣ ବୋଲିଂ କରି ୩ ଟି ୱିକେଟ ନେବା ସହ ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି । ତେବେ ୧୯୯୮ ମସିହାରେ ଫାଇନାଲ ମ୍ୟାଚ ଖେଳିଥିଲା ଇଂଲଣ୍ଡ ଟିମକୁ ଦୀର୍ଘ ୨୪ ବର୍ଷ ପରେ ଆଉ ଏକ ସୁଯୋଗ ମିଳିଛି । ଶେଷଥର ଦକ୍ଷିଣ ଆଫ୍ରିକା ସହ ଇଂଲଣ୍ଡ ଫାଇନାଲ ମ୍ୟାଚ ଖେଳି ଥିବାବେଳେ ଏଥର କେଉଁ ଟିମ୍ ବିପକ୍ଷରେ ମୈଦାନକୁ ଓହ୍ଲାଇବ ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ।

ଏହା ମଧ୍ୟ ପଢନ୍ତୁ:- U19 WC: ଆଜି ଭାରତ-ଅଷ୍ଟ୍ରେଲିଆ ସେମି ସମର

କାରଣ ଆଜି(ବୁଧବାର) ଦ୍ବିତୀୟ ଇଣ୍ଡିଆ-ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଦ୍ବିତୀୟ ସେମିଫାଇନାଲରେ ବିଜୟୀ ଟିମ୍ ଇଂଲଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା କରିବ । ଅନ୍ୟପଟେ ଗତ ୱାର୍ଲ୍ଡ କପରେ ଇଣ୍ଡିଆ, ବାଂଲାଦେଶ ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିଥିଲା । ଏଥିରେ ବାଂଲାଦେଶ ବିଜୟୀ ହୋଇଥିଲା । ସେ ଦୃଷ୍ଟିରୁ ଭାରତୀୟ ଟିମ୍ ଅଧିକ ଆଶାବାଦୀ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.