ETV Bharat / sports

ବିଶ୍ବକପ: ଉଦ୍‌ଘାଟନୀ ମ୍ୟାଚରେ ଇଂଲଣ୍ଡର ବିଶାଳ ବିଜୟ - inaugural match

ମାତ୍ର 180 ରନରେ ଦକ୍ଷିଣ ଆଫ୍ରିକାର 7ଟି ବ୍ୟାଟ୍ସମ୍ୟାନ ଫଭିଲିୟନ ଫେରି ଯାଇଥିଲେ । ଯାହା ଫଳରେ ମ୍ୟାଚ ସମ୍ପୂର୍ଣ୍ଣ ରୂପେ ଇଂଲଣ୍ଡ ହାତକୁ ଚାଲି ଯାଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ/ ଟ୍ୱିଟର@ICC
author img

By

Published : May 30, 2019, 10:45 PM IST

Updated : May 31, 2019, 8:45 AM IST

ଲଣ୍ଡନ: 312 ରନର ବିଜୟ ଲକ୍ଷକୁ ପିଛା କରି ଆଣ୍ଠେଇଲା ଦକ୍ଷିଣ ଆଫ୍ରିକା । 104ରନରେ ଦକ୍ଷିଣ ଆଫ୍ରିକାକୁ ମାତ ଦେଲା ଆୟୋଜକ ଇଂଲଣ୍ଡ। ମାତ୍ର 180 ରନରେ ଦକ୍ଷିଣ ଆଫ୍ରିକାର 7ଟି ବ୍ୟାଟ୍ସମ୍ୟାନ ଫଭିଲିୟନ ଫେରି ଯାଇଥିଲେ।

World Cup 2019, England, beat, south africa, 104 runs, inaugural match,  ବିଶ୍ବକପ୍‌
ଫଟୋ ସୌଜନ୍ୟ: ସୋସିଆଲମିଡିଆ/ ଟ୍ୱିଟର@ICC

ଆରମ୍ଭରୁ ଆଡେନ ମାକ୍ରମ ଓ ଅଧିନାୟକ ଡୁପ୍ଲେସିସଙ୍କ ୱିକେଟ ନେଇଥିଲେ ଜୋଫ୍ରା ଆର୍ଚର। ଏହାପରେ ଦକ୍ଷିଣ ଆଫ୍ରିକାର ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ କ୍ୱିନଣ୍ଟନ ଡି କକ୍‌, କିନ୍ତୁ 68 ରନରେ ଲିଆନ ପ୍ଲଙ୍କକେଟଙ୍କ ଶିକାର ହୋଇ ବସିଲେ ଡି କକ୍‌ । ପରେ ପରେ ଜେପି ଡୁମିନି ଓ ଡ୍ୱାଇନ ପେଟୋରିୟସ ମଧ୍ୟ ଅଢିକ ସମୟ ୱିକେଟରେ ତିଷ୍ଟି ପାରିନଥିଲେ ଯାହା ଫଳରେ ମ୍ୟାଚ ସମ୍ପୂର୍ଣ୍ଣ ରୂପେ ଇଂଲଣ୍ଡ ହାତକୁ ଚାଲି ଯାଇଥିଲା ।

ଇଂଲଣ୍ଡ ପକ୍ଷରୁ ବେନ ଷ୍ଟ୍ରୋକ୍ସ ସର୍ବାଧିକ 89 ରନ ସ୍କୋର କରିଥିଲେ । ଷ୍ଟ୍ରୋକ୍ସଙ୍କ ସହ ଅଧିନାୟକ ଇଓନ ମର୍ଗାନ ଭାଗିଦାରୀ ନିଭାଇ 57 ରନ ସ୍କୋର କରିଥିଲେ । ଆରମ୍ଭରୁ ଓପନର ବେରଷ୍ଟୋଙ୍କ ୱିକେଟ ପରେ ପାରି ସମ୍ଭାଳିଥିଲେ ଜଏ ରୁଟ ଓ ଜେସନ ରଏ । ରୁଟ 59 ବଲରେ 51ରନ କରିଥିବା ବେଳେ ରଏ 53 ବଲରେ 54ରନ ସ୍କୋର କରିଥିଲେ।

Intro:Body:

sdf

Conclusion:
Last Updated : May 31, 2019, 8:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.