ETV Bharat / sports

ଟସ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ ପାଇଁ ବିରାଟଙ୍କ ନିଷ୍ପତ୍ତି

ଆଜି ବିଶ୍ବକପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯାଉଛି । ପ୍ରଥମେ ଟସ ଜିତି କ୍ୟାପଟେନ ବିରାଟ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ଆଇସିସି)
author img

By

Published : Jun 9, 2019, 3:02 PM IST

ଲଣ୍ଡନ: ଆଜି ବିଶ୍ବକପରେ ସୁପର ସନଡେରେ ସୁପର ମୁକାବଲା । ଦୁଇ ଶକ୍ତିଶାଳୀ ଟିମ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଇଂଲଣ୍ଡର ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯାଉଛି । ଏଥିରେ ପ୍ରଥମେ ଟସ ଜିତିଛି ଭାରତ । ପିଚ ବ୍ୟାଟିଂ ଅନୁକୁଳ ଥିବାରୁ କ୍ୟାପଟେନ ବିରାଟ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ।

icc
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ଆଇସିସି)

ଭାରତ ଚୁଡାନ୍ତ ଏକାଦଶ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି(କ୍ୟାପଟେନ), କେ ଏଲ ରାହୁଲ, ଏମ ଏସ ଧୋନୀ(ୱିକେଟକିପର), କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ମହମ୍ମଦ ଶାମି, କୁଲଦୀପ ଯାଦବ, ଯୁଜଭେନ୍ଦ୍ର ଚହଲ, ଜଶପ୍ରିତ ବୁମ୍ରା ।

icc
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ଆଇସିସି)

ଅଷ୍ଟ୍ରେଲିଆ ଚୁଡାନ୍ତ ଏକାଦଶ: ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ(କ୍ୟାପଟେନ), ଉସମାନ ଖାୱାଜା, ଷ୍ଟିଭ ସ୍ମିଥ, ମାର୍କସ ଷ୍ଟୋନିସ, ଗ୍ଳେନ ମାକ୍ସୱେଲ, ଆଲେକ୍ସ କ୍ୟାରି(ୱିକେଟକିପର), ନାଥନ କୁଲ୍ଟରନାଇଲ, ପାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ।

Intro:Body:

dfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.