ETV Bharat / sports

ଇଂଲଣ୍ଡରେ ଭାରତୀୟ ହାଇକମିସନରଙ୍କ ଘରେ ଟିମ ଇଣ୍ଡିଆ

author img

By

Published : Jun 8, 2019, 10:24 AM IST

ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ହାଇସକମିସନରଙ୍କ ବାସଭବନ ପରିଦର୍ଶନ କରିଛି । ଏନେଇ ବିସିସିଆଇ ପକ୍ଷରୁ ଟ୍ବିଟ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ବିସିସିଆଇ)

ଲଣ୍ଡନ: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ହାଇସକମିସନରଙ୍କ ବାସଭବନ ପରିଦର୍ଶନ କରିଛି । ଏନେଇ ବିସିସିଆଇ ପକ୍ଷରୁ ଟ୍ବିଟ କରାଯାଇଛି । ବର୍ଷା ଯୋଗୁଁ ଭାରତୀୟ ଟିମ ଅଭ୍ୟାସ କରିବାରୁ ବଞ୍ଚିତ ହୋଇଥିଲା ।

india
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର)

ପରେ କ୍ୟାପଟେନ ବିରାଟ କୋହଲି, କୋଚ ରବି ଶାସ୍ତ୍ରୀ, ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା, ଶିଖର ଧାୱନ ଓ ଦଳର ଅନ୍ୟସମସ୍ତ ଖେଳାଳି ଲଣ୍ଡନରେ ଥିବା ଭାରତୀୟ ହାଇକମିଶନରଙ୍କ ବାସଭବନ ପରିଦର୍ଶନ କରିଥିଲେ ।

ପରେ ଖେଳାଳିମାନେ ଭାରତୀୟ ହାଇକମିସନର ଶ୍ରୀମତୀ ରୁଚି ଘନଶ୍ୟାମଙ୍କ ସହିତ ଫଟୋସୁଟ କରିଥିଲେ । ଏହାକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ରୁଚି ଘନଶ୍ୟାମ । ଟିମ ଇଣ୍ଡିଆକୁ ବିଶ୍ବକପ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ ଦଳ ବିଶ୍ବକପ ପାଇଁ ଇଂଲଣ୍ଡ ଗସ୍ତରେ ରହିଛି । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ଭାରତ । ଫଳରେ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଆସନ୍ତା 9ରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ମ୍ୟାଚ ଖେଳିବ ।

Intro:Body:

xcxc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.