ମାଉଣ୍ଟ ମାଉଙ୍ଗାନୁଇ: ଭାରତ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ 5-0ରେ ଟି-20 ସିରିଜ ହାତେଇଛି । ରବିବାର ମାଉଣ୍ଟ ମାଉଙ୍ଗାନୁଇ ଷ୍ଟାଡିୟମରେ ଟି-20 ସିରିଜର ଅନ୍ତିମ ମ୍ୟାଚରେ ଭାରତ 7ରନରେ ମ୍ୟାଚକୁ ଜିତି ନେଇଛି । ସିରିଜ ପରେ ଅଧିନାୟକ କୋହଲି କିଓ୍ବି ଅଧିନାୟକ କେନ ଓ୍ବିଲିୟମସନଙ୍କ ବେଶ୍ ପ୍ରଶଂସା କରିଛନ୍ତି ।
-
#SpiritOfCricket 🙌🙌#NZvIND pic.twitter.com/97kkQP8y02
— BCCI (@BCCI) February 2, 2020 " class="align-text-top noRightClick twitterSection" data="
">#SpiritOfCricket 🙌🙌#NZvIND pic.twitter.com/97kkQP8y02
— BCCI (@BCCI) February 2, 2020#SpiritOfCricket 🙌🙌#NZvIND pic.twitter.com/97kkQP8y02
— BCCI (@BCCI) February 2, 2020
ଭାରତୀୟ ଅଧିନାୟକ କୋହଲି ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ବିଲିୟମସନଙ୍କୁ ସମର୍ଥନ କରି କହିଛନ୍ତି ଯେ, 'କେନ୍ ଓ ମୋର ଚିନ୍ତାଧାରା ଏକା ପ୍ରକାରର । ଦୁନିଆର ଅଲଗା ଅଲଗା ସ୍ଥାନର ହେଲେ ମଧ୍ୟ ଆମ ମାନଙ୍କର ଚିନ୍ତା ଏକ ପ୍ରକାର ଓ ସମାନ ଢଙ୍ଗରେ କଥା ମଧ୍ୟ କରୁ । ଟିମ୍ 0-5ରେ ପରାସ୍ତ ହେଲେ ବି 'ବ୍ଲାକ୍ କପ୍'ର ନେତୃତ୍ବ ପାଇଁ କେନ୍ ହେଉଛନ୍ତି ସଠିକ୍ ବ୍ୟକ୍ତି । ସେ ଟିମ୍ର ନେତୃତ୍ବ ନେବା ପାଇଁ ଉପଯୁକ୍ତ । ମୁଁ ତାଙ୍କୁ ଶୁଭକାମନା ଜଣାଉଛି । ନ୍ୟୁଜିଲାଣ୍ଡ ଏପରି ଏକ ଟିମ ତାଙ୍କର ଖେଳ ଦେଖିବାକୁ ଓ ତାଙ୍କ ବିପକ୍ଷରେ ଖେଳିବାକୁ ସମସ୍ତେ ପସନ୍ଦ କରନ୍ତି ବୋଲି ସେ କହିଛନ୍ତି ।