ETV Bharat / sports

ଦକ୍ଷିଣ ଆଫ୍ରିକାର କ୍ୟାପଟେନ ପଦ ଚାହାଁନ୍ତି ସ୍ପିନର କେଶବ ମହାରାଜ - Keshav Maharaj Wants to lead proteas

ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜଙ୍କ ବଡ ବୟାନ । ଟେଷ୍ଟ ଦିନିକିଆ ଓ ଟି-20 3ଟି ଫର୍ମାଟରେ ଦକ୍ଷିଣ ଆଫ୍ରିକାର କ୍ୟାପଟେନ ହେବାକୁ ଆଶାବାଦୀ ଥିବା ମହାରାଜ କହିଛନ୍ତି ।

Wants to lead proteas in all three formats, says  Keshav Maharaj
ଦକ୍ଷିଣ ଆଫ୍ରିକାର କ୍ୟାପଟେନ ପଦ ଚାହାନ୍ତି ସ୍ପିନର କେଶବ ମହାରାଜ
author img

By

Published : May 8, 2020, 10:17 AM IST

କେପଟାଉନ(ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜଙ୍କ ବଡ ବୟାନ । ଟେଷ୍ଟ ଦିନିକିଆ ଓ ଟି-20 3ଟି ଫର୍ମାଟରେ ଦକ୍ଷିଣ ଆଫ୍ରିକାର କ୍ୟାପଟେନ ହେବାକୁ ଆଶାବାଦୀ ଥିବା ମହାରାଜ କହିଛନ୍ତି ।

ସ୍ପିନର କେଶବ ମହାରାଜଙ୍କ ନେତୃତ୍ବ ନେବାର ଦକ୍ଷତା ରହିଛି । ଘରୋଇ କ୍ରିକେଟର ଦିନିକିଆ କପ ସିରିଜରେ ଟିମ ଡଲଫିନ୍ସର କ୍ୟାପଟେନ ଦାୟିତ୍ବ ତୁଲାଇସାରିଛନ୍ତି ମହାରାଜ । ତାଙ୍କ ନେତ୍ବତ୍ବରେ ଡଲଫିନ୍ସ ଦମଦାର ପ୍ରଦର୍ଶନ କରିଥିଲା । ଫଳରେ ଘରୋଇ ସିଜିନ ଅଧାର ବାତିଲ ସହ, କ୍ରିକେଟ ଦକ୍ଷିଣ ଆଫ୍ରିକା ଡଲଫିନ୍ସ ଟିମକୁ ଟାଇଟେଲ ପ୍ରଦାନ କରିଥିଲା ।

ଚଳିତ ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ ପଦରୁ ଫାଫ ଡୁପ୍ଳେସିସ କ୍ୟାପଟେନ ପଦରୁ ଓହରିଯାଇଥିଲେ । ଦିନିକିଆ କ୍ୟାପଟେନ ଭାବେ ଡୁପ୍ଳେସିସଙ୍କ ସ୍ଥାନ ନେଇଥିଲେ ଓପନର ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ । ପରେ ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜରେ ଡିକକ ମଧ୍ୟ ଦକ୍ଷିଣ ଆଫ୍ରିକାର କ୍ୟାପଟେନ ଦାୟିତ୍ବ ସମ୍ଭାଳିଥିଲେ । ମାତ୍ର ଦକ୍ଷିଣ ଆଫ୍ରିକାର ନିୟମିତ ଟେଷ୍ଟ କ୍ୟାପଟେନ ଏଯାବତ ଘୋଷଣା ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.