ETV Bharat / sports

ଲାରାଙ୍କୁ ପଛରେ ପକାଇଲେ 'ୟୁନିଭର୍ସ ବସ୍‌' - ୟୁନିଭର୍ସ ବସ୍‌

ଭାରତ-ଇଣ୍ଡିଜର 2ୟ ଦିନିକିଆ ମ୍ୟାଚରେ କ୍ରିସ ଗେଲ ବ୍ରାୟନ ଲାରାଙ୍କୁ ପଛରେ ପକେଇ ଦେଇଛନ୍ତି । ଦେଶ ପାଇଁ ସର୍ବାଧିକ ଦିନିକିଆ ମ୍ୟାଚ ଖେଳିବା ସହ ସର୍ବାଧିକ ରନ୍‌ ନିଜ ନାଁରେ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Aug 12, 2019, 10:13 AM IST

ପୋର୍ଟ ଅଫ ସ୍ପେନ: ରବିବାର ଦିନ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ କାରବିୟାନ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡି ହୋଇଯାଇଛି । ସେ ଇଣ୍ଡିଜ ପକ୍ଷରୁ ଦିନିକିଆ ମ୍ୟାଚରେ ସର୍ବାଧିକ ରନ୍‌ ହାସଲ କରିବା ଖେଳାଳୀ ହୋଇଯାଇଛନ୍ତି । ଏଥିସହ ଦେଶ ପାଇଁ ସର୍ବାଧିକ ଦିନିକିଆ ମ୍ୟାଚ ଖେଳିଥିବା ଖେଳାଳୀ ମଧ୍ୟ କ୍ରିସ ଗେଲ ହୋଇ ଯାଇଛନ୍ତି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@windiescricket

ଲାରା 299ଟି ମ୍ୟାଚ ଖେଳି 10ହଜାର348ରନ୍‌ ହାସଲ କରିଥିଲେ । ଭାରତ ବିପକ୍ଷରେ 2ୟ ଦିନିକିଆ ମ୍ୟାଚ ଥିଲା ଗେଲଙ୍କ ପାଇଁ 300ତମ ମ୍ୟାଚ । ଏହି ମ୍ୟାଚରେ ସେ 11ରନ ପାଳି ଖେଳି ବ୍ରାୟନ ଲାରାଙ୍କ ସର୍ବାଧିକ ରନ୍‌ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଗେଲ ବର୍ତ୍ତମାନ 300 ମ୍ୟାଚରେ 10ହଜାର353ରନ ଅକ୍ତିଆର କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.