ETV Bharat / sports

ଭାରତ ବନାମ ଶ୍ରୀଲଙ୍କା ଟି20: ଶ୍ରୀଲଙ୍କା ଦଳରେ ଆଞ୍ଜେଲୋ ମାଥ୍ୟୁସ

ଭାରତ ବିପକ୍ଷ ଟି20 ସିରିଜ ପାଇଁ ପୂର୍ବତନ କ୍ୟାପଟେନ ଆଞ୍ଜେଲୋ ମାଥ୍ୟୁସଙ୍କୁ ଶ୍ରୀଲଙ୍କା ଦଳରେ ସାମିଲ କରିଛି। ଅଧିକ ପଢନ୍ତୁ...

Angelo Mathews In T20 Sqaud
ଶ୍ରୀଲଙ୍କା ଦଳରେ ଆଞ୍ଜେଲୋ ମାଥ୍ୟୁସ
author img

By

Published : Jan 2, 2020, 8:41 AM IST

କଲମ୍ବୋ: ଭାରତ ବିପକ୍ଷ ଟି20 ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା କରିଛି । ଏଥିରେ ପୂର୍ବତନ କ୍ୟାପଟେନ ଆଞ୍ଜେଲୋ ମାଥ୍ୟୁସଙ୍କୁ ଦଳରେ ସ୍ଥାନ ମିଳିଛି । ମାଥ୍ୟୁସ ପ୍ରାୟ 16 ମାସ ପରେ ଶ୍ରୀଲଙ୍କା ଟି20 ଟିମକୁ ଫେରିଛନ୍ତି । ଏନେଇ ସ୍ପଷ୍ଟ କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ।

32 ବର୍ଷିୟ ଆଞ୍ଜେଲୋ ମାଥ୍ୟୁସ 16 ଜଣିଆ ଶ୍ରୀଲଙ୍କା ଟିମରେ ସ୍ଥାନ ପାଇଛନ୍ତି । ମାଥ୍ୟୁସ ଶେଷ ଥର ପାଇଁ 2018ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି20 ମ୍ୟାଚ ଖେଳିଥିଲେ ।
ଲସିଥ ମାଲିଙ୍ଗା ପୂର୍ବ ପରି ଟି20 କ୍ୟାପଟେନ ଦାୟିତ୍ବ ସମ୍ଭାଳିବେ । ଶ୍ରୀଲଙ୍କା ଟିମ ଆଜି ଭାରତ ଅଭିମୁଖେ ଯାତ୍ରା କରିବା ନେଇ ମଧ୍ୟ ସ୍ପଷ୍ଟ କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷ ।

ଭାରତ ବିପକ୍ଷ ଟି20 ସିରିଜ ପାଇଁ ଶ୍ରୀଲଙ୍କା ଦଳ:
ଲସିଥ ମାଲିଙ୍ଗା(କ୍ୟାପଟେନ), ଦନୁଷ୍କା ଗୁଣତିଲକା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦସୁ ଶନାକା, କୁସଲ ପରେରା, ନିରୋସନ ଡିକୱାଲା, ଧନଞ୍ଜୟ ଡି ସିଲଭା, ଇସୁରୁ ଉଦ୍ଦାନା, ଭାନୁକା ରାଜପାକ୍ସା, ଓସାଦା ଫଣ୍ଣାଣ୍ଡୋ, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା, କୁସଲ ମେଣ୍ଡିସ, ଲଖନ ସନ୍ଦକନ, କାସୁନ ରଜିଥା ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.