ETV Bharat / sports

IND vs ENG: ବର୍ଷକ ପରେ ଭାରତ ଷ୍ଟାଡିୟମକୁ ଫେରିଲେ ଦର୍ଶକ

author img

By

Published : Feb 13, 2021, 11:24 AM IST

ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ- ଇଂଲଣ୍ଡ 2ୟ ଟେଷ୍ଟ ମ୍ୟାଚରେ ଦର୍ଶକଙ୍କୁ ଅନୁମତି ମିଳିଛି । ତାମିଲନାଡୁ କ୍ରିକେଟ ସଂଘ ପ୍ରାୟ 25ହଜାର ଟିକେଟ ଅଲନାଇନ ବିକ୍ରି କରିଛି ।

IND vs ENG: ବର୍ଷକ ପରେ ଭାରତ ଷ୍ଟାଡିୟମକୁ ଫେରିଲେ ଦର୍ଶକ
IND vs ENG: ବର୍ଷକ ପରେ ଭାରତ ଷ୍ଟାଡିୟମକୁ ଫେରିଲେ ଦର୍ଶକ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ 2ୟ ଟେଷ୍ଟ ମ୍ୟାଚରେ ଦର୍ଶକଙ୍କୁ ଅନୁମତି ମିଳିଛି । 4ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦର୍ଶକଙ୍କୁ ଅନୁମତି ମିଳିନଥିଲା । ପରେ ଘୋଷଣା କରାଗଲା ଯେ, 2ୟ ଟେଷ୍ଟ ମ୍ୟାଚରେ 50ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ ।

ତାମିଲନାଡୁ କ୍ରିକେଟ ସଂଘ ପ୍ରାୟ 25ହଜାର ଟିକେଟ ଅଲନାଇନ ବିକ୍ରି କରିଛି । ଭାରତୀୟ ଦଳ ବର୍ଷକ ପରେ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଆଜି ମ୍ୟାଚ ଖେଳୁଛି । କୋରୋନା ମହାମାରୀ ଯୋଗୁଁ ଗତବର୍ଷ ଆଇପିଏଲ ୟୁଏଇରେ ଖେଳାଯାଇଥିଲା । ଏହାପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା । ସେଠାରେ ସିମିତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶକୁ ଅନୁମତି ଥିଲା ।

ଏବେ ଭାରତରେ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଯାଇଛି । ଇଂଲଣ୍ଡ-ଭାରତ ମଧ୍ୟରେ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜାରି ରହିଛି । ଏହାପରେ 5ମ୍ୟାଚ ବିଶିଷ୍ଟ ଦିନିକିଆ ଓ 3ମ୍ୟାଚ ବିଶିଷ୍ଟ ଟ-20 ସିରିଜ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.