ETV Bharat / sports

ଶୁକ୍ରବାର ପାକିସ୍ତାନ ଯାତ୍ରା କରିବ ଦକ୍ଷିଣ ଆଫ୍ରିକା ଟିମ

author img

By

Published : Jan 16, 2021, 6:20 AM IST

କୋଭିଡ-19 ଟେଷ୍ଟରେ ପାସ୍ ହେବାପରେ ଶୁକ୍ରବାର ପାକିସ୍ତାନ ଅଭିମୁଖେ ଯାତ୍ରା କରିବ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ । ଅଧିକ ପଢନ୍ତୁ...

South Africa team clear COVID-19 tests, set to fly to Pakistan on Friday
ଶୁକ୍ରବାର ପାକିସ୍ତାନ ଯାତ୍ରା କରିବ ଦକ୍ଷିଣ ଆଫ୍ରିକା ଟିମ

ଜୋହାନ୍ସବର୍ଗ: କୋଭିଡ-19 ଟେଷ୍ଟରେ ପାସ୍ ହେବାପରେ ଶୁକ୍ରବାର ପାକିସ୍ତାନ ଅଭିମୁଖେ ଯାତ୍ରା କରିବ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ । ଏନେଇ ଶୁକ୍ରବାର ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ।

ପାକିସ୍ତାନ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ସ୍କ୍ବାଡ ମଧ୍ୟ ଘୋଷଣା ହୋଇଛି । କ୍ବିଣ୍ଟନ ଡି କକ୍‌ଙ୍କ ନେତୃତ୍ବରେ ଟିମ କରାଚୀ ଅଭିମୁଖେ ଉଡାଣ ଭରିବ ।

ଦକ୍ଷିଣ ଆଫ୍ରିକା ସ୍କ୍ବାଡ: କ୍ବିଣ୍ଟନ ଡି କକ୍‌(କ୍ୟାପଟେନ), ତେମ୍ବା ବାଭୁମା, ଆଡେନ ମାକ୍ରମ, ଫାଫ ଡୁ ପ୍ଲେସିସ, ଡିନ ଏଲଗାର, କାଗିସୋ ରବାଡା, ଡ୍ବାଇନ ପ୍ରିଟୋରିସ, କେଶବ ମହାରାଜ, ଲୁଙ୍ଗି ନିଙ୍ଗିଡି, ରଷି ଭନ ଡର ଡସନ, ଆନରିଚ ନର୍କିଆ, ୱିଆନ ମୁଲଦର, ଲୁଥୋ ସିପାମଲା, ବେୟୁରନ ହେଣ୍ଡ୍ରିକ୍ସ, କେଲ ଭେରନ, ସାରେଲ ଇରୱି, କିଗନ ପିଟରସନ, ତାବରିଜ ସାମସି, ଜର୍ଜ ଲିଣ୍ଡେ, ଡାରୟନ ଡୁପାଭିଲନ, ମାର୍କୋ ଜନସନ ।

ପୂର୍ବରୁ ପିସିବି ମଧ୍ୟ ଏହି ସିରିଜ ପାଇଁ 20 ଜଣିଆ ପାକିସ୍ତାନ ଦଳ ଘୋଷଣା କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.