ETV Bharat / sports

ସମ୍ପାଦକଙ୍କ ଆଗୁଆ ଘୋଷଣା; ସେମିକୁ ଗଲେ 75, ଫାଇନାଲ ପାଇଁ ଲକ୍ଷେ - ଆଗୁଆ ଘୋଷଣା

ଟିମ ଓ଼ଡିଶା ପାଇଁ ଆଗୁଆ ପୁରସ୍କାର ରାଶି ଘୋଷଣା କରିଛନ୍ତି ସଙ୍ଘ ସମ୍ପାଦକ ସଞ୍ଜୟ ବେହେରା ।

sanjaya-behera-announced-advance-release-of-financial-assistance-for-team-odisha
ସମ୍ପାଦକଙ୍କ ଆଗୁଆ ଘୋଷଣା, ସେମିକୁ ଗଲେ 75 ଓ ଫାଇନାଲ ପାଇଁ ଲକ୍ଷେ
author img

By

Published : Feb 16, 2020, 7:38 PM IST

କଟକ: ଚଳିତ ରଣଜୀ ସିଜିନର କ୍ବାଟର ଫାଇନାଲରେ ପ୍ରବେଶ କରିଛି ଟିମ ଓଡିଶା । ବିଗତ ଦୁଇଟି ସିଜନରେ ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ଚଳିତଥର ରଣଜୀ ଟ୍ରଫି ଟେକିବାକୁ ଆଶା ବାଢିଛି ଓସିଏ । ତେଣୁ ଏନେଇ ଟିମ ପାଇଁ ଆଗୁଆ ପୁରଷ୍କାର ରାଶି ଘୋଷଣା କରିଛନ୍ତି ସଙ୍ଘ ସମ୍ପାଦକ ସଞ୍ଜୟ ବେହେରା ।

ସମ୍ପାଦକଙ୍କ ଆଗୁଆ ଘୋଷଣା

ସଞ୍ଜୟ କହିଛନ୍ତି, ଯଦି ଦଳକୁ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହେଲା, ତେବେ ପ୍ରତି ଖେଳାଳିଙ୍କୁ 75ହଜାର ଟଙ୍କା ଓ ଫାଇନାଲକୁ ଉତ୍ତୀର୍ଣ୍ଣ ହୁଏ, ତେବେ 1 ଲକ୍ଷ ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯିବ । ଏଥି ସହିତ ଦଳ ପାଇଁ ଆବଶ୍ୟକ କୋଚ୍‌ ଓ ସପୋର୍ଟ ଷ୍ଟାପଙ୍କ ପଦ ଗୁଡିକ ଆଗାମୀ ଦିନରେ ଯଥା ଶୀଘ୍ର ପୂରଣ କରାଯିବ ବୋଲି ସମ୍ପାଦକ ପ୍ରତିଶୃତି ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.