ETV Bharat / sports

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଓଡିଆ ପୁଅ ପ୍ରଜ୍ଞାନ ଓଝା

author img

By

Published : Feb 21, 2020, 12:35 PM IST

Updated : Feb 21, 2020, 12:44 PM IST

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା।

pragyan-ojha-announces-retirement-from-all-forms-of-cricket
କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଏହି ଓଡିଆ କ୍ରିକେଟର

ହାଇଦ୍ରାବାଦ: ପ୍ରଜ୍ଞାନ ଓଝା, କେବେ ଆଇସିସି ମାନ୍ୟତାର 5ମ ସ୍ଥାନରେ ରହିଥିଲେ ଏହି ବାମହାତୀ ସ୍ପିନର । ଭୁନେଶ୍ବରରେ ଜନ୍ମିତ ଏହି ଏହି ଖେଳାଳି ଆଇପିଏଲର ଦୁଇଟି ସିଜନରେ ପରପଲ କ୍ୟାପ ବିଜେତା ରହିଛନ୍ତି । ତେବେ କ୍ରିକେଟରୁ ଦୀର୍ଘ ଦିନର ବିରତି ପରେ ଶେଷରେ ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି ପ୍ରଜ୍ଞାନ ଓଝା ।

ତେବେ 2008ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ପ୍ରଜ୍ଞାନ । ଶେଷଥର ପାଇଁ 2013 ମସିହାରେ ସେ ଭାରତୀୟ ଜର୍ସିରେ ନଜର ଆସିଥିଲେ । ମାତ୍ର ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ଦବଦବା ଜାରି ରହିଥିଲା । ତେବେ 16 ବର୍ଷ ଧରି ଭାରତୀୟ କ୍ରିକେଟକୁ ନିଜର ସମର୍ପଣ ଦେବା ପରେ ଶୁକ୍ରବାର ପ୍ରଥମ ଶ୍ରେଣୀ ଓ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସରର ନେଇଛନ୍ତି ।

  • It’s time I move on to the next phase of my life. The love and support of each and every individual will always remain with me and motivate me all the time 🙏🏼 pic.twitter.com/WoK0WfnCR7

    — Pragyan Ojha (@pragyanojha) February 21, 2020 " class="align-text-top noRightClick twitterSection" data=" ">

ନିଜ ଟ୍ବିଟର ଆକାଉଣ୍ଟରେ ନିଜ ଅବସର ଘୋଷଣା ପତ୍ରର ଏକ ଫଟୋ ପୋଷ୍ଟ କରିଛନ୍ତି । କ୍ୟାପସନରେ ଲେଖାଯାଇଛି, ‘‘ଏବେ ସମୟ ଆସିଯାଇଛି, ଜୀବନର 2ୟ ପର୍ଯ୍ୟାୟକୁ ଗତି କରିବାରେ । ସମସ୍ତଙ୍କଠାରୁ ମିଳିଥିବା ଭଲ ପାଇବା ଓ ସେହ୍ନ ପାଇଁ ମୁଁ ଋଣି । ଜୀବନ ଶେଷ ପର୍ଯ୍ୟନ୍ତ ଏହା ମୋ ସହ ରହିବ ।’’

ତେବେ ଡେକାନ ଚାର୍ଜେସ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଖେଳିଛନ୍ତି ପ୍ରଜ୍ଞାନ । ସେ ଭାରତୀୟ ଦଳ ପାଇଁ 24 ଟେଷ୍ଟ, 18ଟି ଦିନିକିଆ ଓ 6ଟି ଟି-20 ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ 113ଟି ୱିକେଟ, ଦିନିକିଆରେ 18ଟି ୱିକେଟ ଓ ଟି-20ରେ 21ଟି ୱିକେଟ ଏହି ବାମହାତୀ ସ୍ପିନର ।

Last Updated : Feb 21, 2020, 12:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.