ETV Bharat / sports

ଇମ୍ରାନ ଖାନଙ୍କୁ ସାହାଯ୍ୟ ମାଗିଲେ ଏହି ହିନ୍ଦୁ ପାକିସ୍ତାନୀ କ୍ରିକେଟର

author img

By

Published : Dec 28, 2019, 12:24 PM IST

ଦାନିଶଙ୍କ ମୁହଁ ବହୁ ଦିନ ହେବ ଚୁପ ରହିଥିବା ପରେ ଏବେ ତାଙ୍କ ସ୍ବର ସାମ୍ନାକୁ ଆସିଛି । ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏନେଇ ସହାୟତା ମାଗିଛନ୍ତି ।

pakistani-player-danish-kaneria-seeks-help-from-imran-khan
ଇମ୍ରାନ ଖାନଙ୍କୁ ସାହାଯ୍ୟ ମାଗିଲେ ଏହି ହିନ୍ଦୁ ପାକିସ୍ତାନୀ କ୍ରିକେଟର

କରାଚୀ: କ୍ରିକେଟରୁ ବ୍ୟାନ ହୋଇଥିବା ପାକିସ୍ତାନ ସ୍ପିନର ଦାନିଶ କାନେରିଆଙ୍କ ସହ ହେଉଥିବା ପାତର ଅନ୍ତର ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତର । ସୋଏବ କହିଛନ୍ତି ଦାନିଶ ହିନ୍ଦୁ ହେବା କାରଣରୁ ତାଙ୍କ ଉପରେ ଅତ୍ୟାଚର କରାଯାଉଛି । ତେବେ ଦାନିଶଙ୍କ ମୁହଁ ବହୁ ଦିନ ହେବ ଚୁପ ରହିଥିବା ଏବେ ତାଙ୍କ ସ୍ବର ସାମ୍ନାକୁ ଆସିଛି । ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏନେଇ ସହାୟତା ମାଗିଛନ୍ତି ।

ଦାନିଶ କହିଛନ୍ତି, "ସୋଏବ ମୋ ସହ ହେଉଥିବା ଅତ୍ୟାଚାର ଉପରେ ମୁଁହ ଖୋଲିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ସ୍ପଟ ଫିକ୍ସିଂ ମାମଲାରେ ପଶିଛି ସତ । ମାତ୍ର ମୋ ସମସ୍ୟା ସମାଧାନ କରିବାକୁ ମୁଁ ପାକିସ୍ତାନରେ କ୍ରିକେଟ ସହ ଜଡିତ ପ୍ରତି ବ୍ୟକ୍ତିଙ୍କୁ ଅନୁରୋଧ କରିଛି । ମାତ୍ର ମୁଁ ହିନ୍ଦୁ ହୋଇଥିବାରୁ ମୋ କଥା କେହି ଶୁଣି ନାହାଁନ୍ତି । ବହୁ ପାକିସ୍ତାନୀ କ୍ରିକେଟରଙ୍କ ସମସ୍ୟା ଠିକ ହୋଇପାରଛି । ମୋର କାହିଁକି ହୋଇପାରିବ ନାହିଁ । ଏନେଇ ମୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡୁଛି । "

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.