ETV Bharat / technology

27ରୁ ଆମାଜନର ଫେଷ୍ଟିଭ ସେଲ୍‌ ଆରମ୍ଭ; ଏହି ସ୍ମାର୍ଟଫୋନରେ ବମ୍ଫର ଅଫର - Amazon offers on Smartphone

author img

By ETV Bharat Tech Team

Published : 8 hours ago

Amazon Offers on Smartphones: ଆସନ୍ତା 27ତାରିଖଠାରୁ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଫେଷ୍ଟିଭ ସେଲ୍‌ ଆରମ୍ଭ ହେବାକୁ ଯାଉଛି । ଏଥିଲାଗି ଗ୍ରାହକଙ୍କ ଲାଗି ଆମାଜନ୍‌ କିଛି ସ୍ମାର୍ଟଫୋନ ଉପରେ ବଡ଼ ରିହାତି ଘୋଷଣା କରିଛି । ଅଧିକ ପଢନ୍ତୁ

Amazon Offers on Smartphones
Amazon Offers on Smartphones (Amazon)

ହାଇଦ୍ରାବାଦ: ଦେଶର ଅନ୍ୟତମ ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନରେ ଏଥର ଫେଷ୍ଟିଭ ସେଲ୍‌ ଗ୍ରାହକଙ୍କ ପାଇଁ ପୈସା ବସୁଲ୍‌ ହେବାକୁ ଯାଉଛି । କାରଣ କମ୍ପାନୀ ଅନେକ ସ୍ମାର୍ଟଫୋନ ଉପରେ ବଡ଼ ରିହାତି ଘୋଷଣା କରିଛି । ସେପ୍ଟେମ୍ବର 27 ତାରିଖଠାରୁ ଏହାର ସେଲ୍‌ ଆରମ୍ଭ ହେଉଥିବା ବେଳେ ପ୍ଲସ ମେମ୍ବରଙ୍କ ଲାଗି 24ଘଣ୍ଟା ପୂର୍ବରୁ ଅର୍ଥାତ ସେପ୍ଟେମ୍ବର 26ତାରିଖଠାରୁ ସେଲ୍‌ ଆରମ୍ବ ହୋଇଯିବ । ଏହି ସ୍ମାର୍ଟଫୋନ ଅଫର ତାଲିକାରେ OnePlus, Samsung, Apple, iCoo, Realme, Xiaomi, Lava ଓ Techno ସାମିଲ ।

କେଉଁ ସ୍ମାର୍ଟଫୋନ ଉପରେ କେତେ ରିହାତି ?

iQOO Z9 Lite 5G: ବ୍ୟାଙ୍କ ଅଫର ସହିତ ଗ୍ରାହକ ଏହି ମୋବାଇଲକୁ Rs.9,499 କିଣିବେ । ଏଥିରେ No cost- EMI ସୁବିଧା ଉପଲବ୍ଧ । ଏଥିରେ ମିଡିଆଟେକ ଡାଇମେନସନ 6,300 ଥିବା ବେଳେ 5G ପ୍ରୋସେସର, 50MP ଏଆଇ କ୍ୟାମେରା ଓ IP64 ରେଟିଂ ମିଳିବ ।

iQOO Z9 5G: ଏହି ମୋବାଇଲଟି କର୍ଭଡ ସ୍କ୍ରିନ ସେଗମେଣ୍ଟରେ ଆସୁଛି । ଆମାଜନ ସେଲରେ ଏହା କମ ଦାମରେ ମିଳୁଛି । ଏଥିରେ ଗ୍ରାହକଙ୍କୁ 1,800 ନିଟ୍ସ ଡିସପ୍ଲେ, ଡୁଆଲ ଷ୍ଟେରିଓ ସ୍ପିକର, Sony IMX882 କ୍ୟାମେରା ରହିଛି । ଏହାର ଦାମ ରହିଛି Rs.15,999 ।

iQOO Z7 Pro 5G: IQOO Z7 Pro 5G ମୋବାଇଲକୁ 19,749 ଟଙ୍କାରେ ସେଲ୍‌ ସମୟରେ କିଣିହେବ । ଏହା ଏକ 3D କର୍ଭଡ 120Hz AMOLED ଡିସପ୍ଲେ, ମିଡିଆଟେକ ଡାଇମେନ୍ସନ୍ 7,200 5G ସଞ୍ଚାଳକ ସହିତ ଆସିଥାଏ ।

Lava Blaze 3 5G: ଲାଭା ବ୍ଲେଜ୍-3 5G ସ୍ମାର୍ଟଫୋନ୍ 9,899 ଟଙ୍କାରେ ଉପଲବ୍ଧ । ଏହା 50MP + 2MP AI କ୍ୟାମେରା, 90Hz ରିଫ୍ରେସ ରେଟ୍‌ ଏବଂ ମିଡିଆଟେକ D6300 ପ୍ରୋସେସର ସହିତ ଆସିଥାଏ ।

OnePlus 11R 5G: ୱାନପ୍ଲସ 11ଆର 5ଜି ସ୍ମାର୍ଟଫୋନ ଆପଣଙ୍କୁ Rs 26,749 ମିଳିଯିବ । ଏହାର ଫିଚର୍ସ ଦେଖିଲେ ଏଥିରେ ଆପଣଙ୍କୁ Qualcomm Snapdragon 8+ Gen1 ପ୍ରୋସେସର, 100W ଚାର୍ଜିଂ ଓ 120HZ ଫ୍ଲୁଇଡ ଡିସପ୍ଲେ ମିଳିବ ।

OnePlus Nord CE 3 5G: ୱାନପ୍ଲସ Nord CE3 5G ମୋବାଇଲ୍ 16,749 ଟଙ୍କାରେ ସେଲ୍‌ ସମୟରେ କିଣିହେବ । ଏହି ମୋବାଇଲରେ 12GB RAM, 5,000mAh ବ୍ୟାଟେରୀ, 80W ସୁପରୱକ୍ ଚାର୍ଜିଂ, 50MP ସୋନି IMX890 ଭଳି ଫିଚର ରହିଛି ।

POCO X6 5G: ଏହି ସ୍ମାର୍ଟଫୋନଟି ଆମାଜନରେ ଆପଣଙ୍କୁ Rs 14,999ରେ ମିଳିବ । ଏଥିରେ ଡୁଆଲ ଷ୍ଟେରିଓ ସ୍ପିକର, 1.5K 120Hz AMOLED ଡିସପ୍ଲେ, 64MP ଟ୍ରିପଲ ରିଅର କ୍ୟାମେରା iOS ସପୋର୍ଟ ସହିତ ମିଳିବ ।

realme Narzo N63: 5000mAh ବ୍ୟାଟେରୀ ଏବଂ 45W ଚାର୍ଜିଂ ସହିତ ରିଅଲ୍ ନାରଜୋ N63 ମୋବାଇଲ୍ ଏହି ସେଲ୍‌ରେ 7,155 ଟଙ୍କାରେ କିଣାଯାଇପାରିବ ।

Redmi 13C 5G: ରେଡମି 13ସି 5ଜି ସ୍ମାର୍ଟଫୋନ ଆପଣ Rs.9,199 କ୍ରୟ କରିପାରିବେ । ଏଥିରେ ଆପଣଙ୍କୁ 50MP ଏଆଇ ଡୁଆଲ କ୍ୟାମେରା, 90Hz ଡିସପ୍ଲେ ଓ 5000mAh ବ୍ୟାଟେରୀ ମିଳିବ ।

Samsung Galaxy S21 FE: 12MP ଅଲଟ୍ରା-ୱାଇଡ କ୍ୟାମେରା ସହିତ ବଜାର ପ୍ରବେଶ କରିଥିବା ସାମସଙ୍ଗର ଏହି ସ୍ମାର୍ଟଫୋନଟି ଆପଣଙ୍କୁ Rs 25,749ରେ ମିଳିବ ।

Xiaomi 14: Xiaomi 14 ମୋବାଇଲ୍ 47,999 ଟଙ୍କାରେ କ୍ରୟ କରିହେବ । ଏହି ମୋବାଇଲରେ ସ୍ନାପଡ୍ରାଗନ୍ 8 ଜେନେରେସନ 3 ପ୍ଲାଟଫର୍ମ, 50MP ଲାଇକା ଟ୍ରିପଲ୍ ଲେନ୍ସ, 1.5K 120Hz AMOLED ଡିସପ୍ଲେ ମିଳିବ ।

Also Read: ଫ୍ଲିପକାର୍ଟ BBD ସେଲ୍‌କୁ ଆଉ ଅଳ୍ପ ଦିନ; ମୋବାଇଲ ଉପରେ ମିଳିବ ବମ୍ଫର ଅଫର - Flipkart Offers on Mobiles

ଏହି କାର୍ଡରେ ଇନଷ୍ଟାଣ୍ଟ ଡିସକାଉଣ୍ଟ:- ଯଦି ଆପଣଙ୍କ ନିକଟରେ SBIର କ୍ରେଡିଟ କାର୍ଡ ଅଛି ତେବେ ଆପଣ EMI ସୁବିଧା ସହ ଇନଷ୍ଟାଣ୍ଟ 10% ରିହାତି ପାଇପାରିବେ । ଯେଉଁମାନେ କାର୍ଡ ଅଫରରେ ପ୍ରଡକ୍ଟ କିଣିବେ ସେମାନେ ଏହି ସୁବିଧାର ଲାଭ ଉଠାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.