ହାଇଦ୍ରାବାଦ: ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଅବସରକୁ ପୂରିଛି ଗୋଟିଏ । ଗତବର୍ଷ ଜୁନ 10 ତାରିଖରେ ଅବସର ଘୋଷଣା କରିଥିଲେ ଯୁବି । ତେବେ ଏହି ଦିନଟିକୁ ମନେ ପକାଇ ଯୁବିଙ୍କ ସହ ଫଟୋ ସହ କିଛି ସ୍ମୃତି ସେୟାର କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।
-
It’s been a year since You(Vi) retired..
— Sachin Tendulkar (@sachin_rt) June 10, 2020 " class="align-text-top noRightClick twitterSection" data="
My first memory of you was during the Chennai camp & I couldn’t help but notice that you were very athletic & deceptively quick at Point. I needn’t talk about your 6 hitting ability, it was evident you could clear any ground in the world. pic.twitter.com/QNpZEQ4vel
">It’s been a year since You(Vi) retired..
— Sachin Tendulkar (@sachin_rt) June 10, 2020
My first memory of you was during the Chennai camp & I couldn’t help but notice that you were very athletic & deceptively quick at Point. I needn’t talk about your 6 hitting ability, it was evident you could clear any ground in the world. pic.twitter.com/QNpZEQ4velIt’s been a year since You(Vi) retired..
— Sachin Tendulkar (@sachin_rt) June 10, 2020
My first memory of you was during the Chennai camp & I couldn’t help but notice that you were very athletic & deceptively quick at Point. I needn’t talk about your 6 hitting ability, it was evident you could clear any ground in the world. pic.twitter.com/QNpZEQ4vel
ସଚିନ ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘‘ ଯୁବିଙ୍କ ଅବସରକୁ ବର୍ଷେ ହୋଇ ଗଲାଣି । ଯୁବି ତୁମ ସହ ମୋର ସବୁଠାରୁ ପ୍ରଥମ ସ୍ମୃତି ହେଉଛି ଚେନ୍ନାଇ କ୍ୟାମ୍ପରେ । ମୁଁ ତୁମକୁ ଦେଖିବାରୁ ନିଜକୁ ଅଟକାଇ ପାରିନଥିଲି ତୁମେ ଖୁବ ଆଥଲେଟିକ ଥିଲ ଓ ପଏଣ୍ଟରେ ବିଚକ୍ଷଣ ଥିଲ । ତୁମ ଛକା ମାରିବାର କ୍ଷମତା ବିଷୟରେ ମୁଁ କହିବି ନାହିଁ । କାରଣ ତୁମେ ବିଶ୍ବର ଯେକୌଣସି ସ୍ଥାନରେ ଗ୍ରାଉଣ୍ଡରେ ଏହା କରି ପାରିବ ।
ତେବେ କେବଳ ସଚିନ ନୁହନ୍ତି ଯୁବିଙ୍କ ଫ୍ୟାନ୍ସ ବି ତାଙ୍କୁ ମନେ ପକାଇଛନ୍ତି । ବୁଧବାର ଟ୍ବିଟରରେ #ମିସୟୁଯୁବି (#MissYouYuvi) ଟ୍ରେଣ୍ଡ ମଧ୍ୟ କରୁଥିଲା । ଯେଉଁଥିରେ ଯୁବିଙ୍କୁ ବହୁତ ମିସ କରୁଥିବା ନେଇ ଫ୍ୟାନ୍ସ ମାନେ ଲେଖିଛନ୍ତି ।