ETV Bharat / sports

ଭାରତ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ: ଦଳକୁ ଫେରିଲେ ଟ୍ରେଣ୍ଟ ବୋଲ୍ଟ

author img

By

Published : Feb 17, 2020, 10:18 AM IST

ଭାରତ ବିପକ୍ଷ 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବେ ନ୍ୟୁଜିଲାଣ୍ଡ ସ୍ପିଡଷ୍ଟାର ଟ୍ରେଣ୍ଟ ବୋଲ୍ଟ ।

Trent Boult fit
ଭାରତ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ

ୱେଲିଂଟନ: ଭାରତ ବିପକ୍ଷ 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବେ ନ୍ୟୁଜିଲାଣ୍ଡ ସ୍ପିଡଷ୍ଟାର ଟ୍ରେଣ୍ଟ ବୋଲ୍ଟ। ଆହତ କାରଣରୁ ଦଳରୁ ବାଦ ପଡିଥିଲେ ବୋଲ୍ଟ। ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରଜରୁ ବାଦ ପଡିଥିଲେ।

ତେବେ ଭାରତ ବିପକ୍ଷ 2ଟି ଟେଷ୍ଟ ମ୍ୟାଚ ପାଇଁ 13 ଜଣିଆ ଟେଷ୍ଟ ଟିମରେ ଟେଣ୍ଟ ବୋଲ୍ଟଙ୍କୁ ସାମିଲ କରାଯାଇଛି। ଭାରତ ବିପକ୍ଷରେ ଦିନିକିଆ ଓ ଟି-20 ସିରିଜ ବୋଲ୍ଟଙ୍କ ବିନା ଖେଳିଥିଲା ନ୍ୟୁଜିଲାଣ୍ଡ। ମାତ୍ର ଉଭୟ ଟିମଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ତେବେ ପ୍ରମୁଖ ବୋଲର ବୋଲ୍ଟଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ପରେ ନ୍ୟୁଜିଲାଣ୍ଡର ବୋଲିଂ ବିଭାଗ ଶକ୍ତିଶାଳୀ ହେବ ବୋଲ କୁହାଯାଉଛି। ଅନ୍ୟପଟେ ଆହତ ଲୁକି ଫରଗୁଗସଙ୍କ ସ୍ଥାନରେ କେଲ ଜେମିଏସନଙ୍କୁ ଦଳରେ ସାମିଲ କରାଯାଇଛି।

ନ୍ୟୁଜିଲାଣ୍ଡ ଦଳ: କେନ ୱିଲିୟମସନ(କ୍ୟାପଟେନ), ଟମ ବ୍ଳଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ, କେନ ଜେମିଏଲସନ, ଟମ ଲାଥମ, ଡାରେଲ ମିଚେଲ, ହେନରୀ ନିକୋଲାସ, ଏଜାଜ ପଟେଲ, ଟିମ ସାଉଦୀ, ରସ ଟେଲର, ନେଲ ୱାଗନର, ବିଜେ ୱେଟଲିଙ୍ଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.