ରାଞ୍ଚି: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମଏସ ଧୋନି ବିଶ୍ବକପ ପର ଠାରୁ କ୍ରିକେଟରୁ ଦୂରରେ ଅଛନ୍ତି। ହେଲେ ତାଙ୍କର ପ୍ରଶଂସକ ମାହିଙ୍କ ଠାରୁ ଦୂରେଇ ରହି ପାରୁନାହଁନ୍ତି । ରାଞ୍ଚିରେ ମାହି ଓ ତାଙ୍କ ଫ୍ୟାନ୍ସଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।
-
A lucky fan got @msdhoni's autograph in his new beast!❤😍 #Dhoni #MSDhoni #RanchiDiary pic.twitter.com/kMhvWmYome
— MS Dhoni Fans Official (@msdfansofficial) October 31, 2019 " class="align-text-top noRightClick twitterSection" data="
">A lucky fan got @msdhoni's autograph in his new beast!❤😍 #Dhoni #MSDhoni #RanchiDiary pic.twitter.com/kMhvWmYome
— MS Dhoni Fans Official (@msdfansofficial) October 31, 2019A lucky fan got @msdhoni's autograph in his new beast!❤😍 #Dhoni #MSDhoni #RanchiDiary pic.twitter.com/kMhvWmYome
— MS Dhoni Fans Official (@msdfansofficial) October 31, 2019
ସେହି ଭିଡିଓରେ ମାହି ତାଙ୍କ ପ୍ରଶଂସକର ବୁଲେଟ ବାଇକରେ ଅଟୋଗ୍ରାଫ ଦେଉଥିବାର ଦେଖିବାକୁ ମିଳିଛି। ବାଇକ୍ରେ ଅଟୋଗ୍ରାଫ ପାଇ ଫ୍ୟାନ୍ସ ଜଣକ ବେଶ୍ ଖୁସି ହୋଇଯାଇଛନ୍ତି। ସମସ୍ତଙ୍କୁ ଜଣା ଯେ ମାହିଙ୍କୁ ବାଇକ ବେଶ୍ ପ୍ରିୟ।