ETV Bharat / sports

ମହମ୍ମଦ ସାମି ସୁପର ଓଭରରେ 6 ୟର୍କର ପକାଇବାକୁ ଚାହୁଁଥିଲେ: କେଏଲ ରାହୁଲ

author img

By

Published : Oct 19, 2020, 12:45 PM IST

ଡବଲ ସୁପରଓଭରରେ ମୁମ୍ବାଇକୁ ମାତ୍‌ ଦେଇଛି ପଞ୍ଜାବ । ତେବେ ମ୍ୟାଚ ପରେ ସାମିଙ୍କୁ ନେଇ ପଞ୍ଜାବ ଅଧିନାୟକ କହିଛନ୍ତି ଯେ, ସାମି ସୁପର ଓଭରରେ 6ୟର୍କର ପକାଇବାକୁ ଚାହୁଁଥିଲେ ।

mohammed-shami-wanted-to-bowl-six-yorkers-in-super-over-reveals-kings-xi-punjab-captain-kl-rahul

ଦୁବାଇ: ଗତକାଲି(ରବିବାର) ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଡବଲ ସୁପର ଓଭରରେ ମୁମ୍ବାଇକୁ ମାତ୍‌ ଦେଇଛି ପଞ୍ଜାବ । ତେବେ ମ୍ୟାଚ ପରେ ସାମିଙ୍କୁ ନେଇ ପଞ୍ଜାବ ଅଧିନାୟକ କେଏଲ ରାହୁଲ କହିଛନ୍ତି ଯେ, ସାମି ସୁପର ଓଭରରେ 6 ୟର୍କର ପକାଇବାକୁ ଚାହୁଁଥିଲେ ।

କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳ

ସେ କହିଛନ୍ତି ଯେ, ସୁପରଓଭର ପାଇଁ କେହି ପ୍ରସ୍ତୁତି କରି ପାରିବ ନାହିଁ । ଏଥିପାଇଁ ଟିମକୁ ବୋଲରଙ୍କ ଉପରେ ଭରସା କରିବାକୁ ପଡିବ । ସାମି 6ୟର୍କର ପକାଇବାକୁ ଚାହିଁଥିଲେ । ସେ ସାନଦାର ପ୍ରଦର୍ଶନ କଲେ ଓ ପ୍ରତ୍ୟେକ ମ୍ୟାଚରେ ସେ ଆହୁରି ଭଲ ପ୍ରଦର୍ଶନ କରୁଛନ୍ତି । ଏଥିସହ ସିନିୟର ଖେଳାଳି ମ୍ୟାଚକୁ ଜିତେଇବା ଏକ ମହତ୍ତ୍ବପୂର୍ଣ୍ଣ କାମ ।

ଆହୁରି ମଧ୍ୟ ରାହୁଲ କହିଛନ୍ତି ଯେ, ମୁଁ ଗେଲ ଓ ପୁରନଙ୍କୁ ଭଲ ଭାବରେ ଜାଣେ । ବିଶ୍ବାସ କରେ ସେମାନେ ସ୍ପିନରଙ୍କ ବିପକ୍ଷରେ ରନ ସଂଗ୍ରହ କରିବେ । କ୍ରିସ ଟିମକୁ ଆସିବାପରେ ବ୍ୟାଟିଂ ବିଭାଗରେ ମଜବୁତି ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.