ETV Bharat / sports

ମିଚେଲ ଷ୍ଟାର୍କ ବିଶ୍ବକପ୍‌ରେ ସୃଷ୍ଟି କଲେ ଇତିହାସ

author img

By

Published : Jun 8, 2019, 12:46 AM IST

କମ୍‌ ମ୍ୟାଚ ଖେଳି ଦିନିକିଆ କ୍ରିକେଟ ଇତିହାସରେ 150 ଓ୍ବିକେଟ୍ ନେଇଥିବା ଖେଳାଳି ହୋଇଯାଇଛନ୍ତି ଅଷ୍ଟ୍ରେଲିଆ ବୋଲର ମିଚେଲ ଷ୍ଟାର୍କ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@cricketworldcup

ନଟିଂହୋମ: ଗୁରୁବାର ଦିନ ଟ୍ରେଣ୍ଟ ବ୍ରିଜରେ ଅଷ୍ଟ୍ରେଲିଆ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ କଙ୍ଗାରୁ ଦଳ ଇଣ୍ଡିଜ୍‌କୁ 15ରନ୍‌ରେ ପରାସ୍ତ କରିଥିଲା । ତେବେ ଏହି ମ୍ୟାଚ୍‌ର ହିରୋ ନାଥନ କୁଲଟର ନାଇଲ ଓ ମିଚେଲ ଷ୍ଟାର୍କ 2 ବୋଲର୍‌ ଥିଲେ ।

worldcup

ଏହି ମ୍ୟାଚ୍‌ରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ 5ଟି ଓ୍ବିକେଟ୍‌ ନେଇଥିଲେ । ଏଥିସହ ଷ୍ଟାର୍କ ଦିନିକିଆ କ୍ରିକେଟ ଇତିହାସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । କମ୍‌ ମ୍ୟାଚ ଖେଳି ଦିନିକିଆ କ୍ରିକେଟ ଇତିହାସରେ 150 ଓ୍ବିକେଟ୍ ନେଇଥିବା ଖେଳାଳି ହୋଇଯାଇଛନ୍ତି ମିଚେଲ ଷ୍ଟାର୍କ ।

ଦିନିକିଆ କ୍ରିକେଟରେ ମିଚେଲ 77ଟି ମ୍ୟାଚ୍‌ ଖେଳି 150 ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଏହା ପୂର୍ବରୁ ପାକିସ୍ତାନର ସକଲୈନ ମୁସ୍ତାକଙ୍କ ନାଁରେ ଏହି ରେକର୍ଡ ଥିଲା । ସେ 78 ମ୍ୟାଚ୍‌ରେ 150 ଓ୍ବିକେଟ୍‌ ନେଇଥିଲେ । ପାକିସ୍ତାନର ପୂର୍ବ ଅଫ ସ୍ପିନର ସକଲୈନ ମୁସ୍ତାକ16 ଜାନୁଆରୀ 1998ରେ ଭାରତ ବିପକ୍ଷରେ ଢାକା ଠାରେ ଏହି ରେକର୍ଡ କରିଥିଲେ ।

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.