ETV Bharat / sports

ଟ୍ବିଟରରେ ସଚିନଙ୍କୁ ପଛରେ ପକାଇଲେ ବିରାଟ - ଟ୍ବିଟର

ଟ୍ବିଟରରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକେଇଲେ ଅଧିନାୟକ ବିରାଟ କୋହଲି । ଅଧିନାୟକଙ୍କ ଫଲୋର୍ସ ସଂଖ୍ୟା 3କୋଟି ଟପିଲାଣି । ଏହାକୁ ନେଇ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ
author img

By

Published : Jun 21, 2019, 4:17 PM IST

ହାଇଦ୍ରାବାଦ: କ୍ରିକେଟ ପିଚ୍‌ରେ ରେକର୍ଡ କରୁଥିବା ବିରାଟ ସୋସିଆଲ ମିଡିଆରେ ବି କରିଛନ୍ତି ରେକର୍ଡ । ତାଙ୍କର ଟ୍ବିଟର ଆକାଉଣ୍ଟ ଦେଖିଲେ ଜଣା ପଡୁଛି ଯେ, ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ତାଙ୍କର ଟ୍ବିଟରରେ ଫଲୋର୍ସ ସଂଖ୍ୟା 3କୋଟି ଟପିଲାଣି ।

twitter, kohli
ଡିଜାଇନ ଫଟୋ

ଫଲୋର୍ସଙ୍କ ଲିଷ୍ଟରେ ବିରାଟ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକେଇ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କୋହଲିଙ୍କ ଟ୍ବିଟର ଆକାଉଣ୍ଟରେ 30.1ମିଲିୟନ ଫଲୋର୍ସ ଥିବାବେଳେ ସଚିନ ତେନ୍ଦୁଲକରଙ୍କ ଫଲୋର୍ସ 29.4 ରହିଛି ।

twitter
ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@imVkohli

ତେବେ 3କୋଟି ଫଲୋର୍ସ ସଂଖ୍ୟା ଟପିବା ଖୁସିରେ କୋହଲି ନିଜର ଆକାଉଣ୍ଟରେ ଟ୍ବିଟ କରି ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଏକ ଭିଡିଓ ସେୟାର କରିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.