ETV Bharat / sports

ଦକ୍ଷିଣ ଆଫ୍ରିକାକୁ ବଡ ଝଟକା, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ରବାଡା ବାଦ

author img

By

Published : Dec 2, 2020, 6:51 PM IST

ଆହତ କାରଣରୁ ଇଂଲଣ୍ଡ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଦରୁ ବାଦ ପଡିଲେ ଦ୍ରୁତ ବୋଲର କାଗିସୋ ରବାଡା ।

kagiso rabada ruled out of england odi series with groin injury
ଦକ୍ଷିଣ ଆଫ୍ରିକାକୁ ବଡ ଝଟକା, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ରବାଡା ବାଦ

କେପଟାଉନ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ ଝଟକା । ଆହତ କାରଣରୁ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଦରୁ ବାଦ ପଡିଲେ ଦ୍ରୁତ ବୋଲର କାଗିସୋ ରବାଡା । ରବାଡାଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିବା ଜଣାପଡିଛି । ଏହି କାରଣରୁ ସେ ଶେଷ ଟି-20 ମ୍ୟାଚ ଖେଳିପାରିନଥିଲେ ।

kagiso rabada ruled out of england odi series with groin injury
କାଗିସୋ ରବାଡା

25 ବର୍ଷୀୟ ରବାଡାଙ୍କୁ ଫିଟହେବାକୁ 3 ସପ୍ତାହ ସମୟ ଲାଗିବ । ଏନେଇ କ୍ରିକେଟ ଦକ୍ଷଣ ଆଫ୍ରିକା(ସିଏ) ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ରବାଡା ଆଇପିଏଲର 13ତମ ସଂସ୍କରଣରେ ଦମଦାର ପ୍ରଦର୍ଶ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ 17ଟି ମ୍ୟାଚ ଖେଳି 30ଟି ୱିକେଟ ଅକ୍ତିଆର କରିଥିଲେ । ଏଥିସହ ଦିଲ୍ଲୀକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୁମିକା ନିଭାଇଥିଲେ ।

ତେବେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ପ୍ରଥମ ଦୁଇଟି ଟି-20ରେ ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ ରବାଡା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.