ETV Bharat / sports

ଇର୍ଫାନ ପଠାନ ଆଣ୍ଡ କୋ' ଙ୍କୁ ଜମ୍ମୁ-କାଶ୍ମୀର ଛାଡିବାକୁ ନିର୍ଦ୍ଦେଶ - ଜାମ୍ମୁ-କାଶ୍ମୀର

ଅରମନାଥ ତଥା ଜମ୍ମୁ-କାଶ୍ମୀର ଉପତ୍ୟାକାରେ ଥିବା ହଜାର ଜହାର ଯାତ୍ରୀଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ପରେ ଏବେ ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ ଓ ତାଙ୍କ ସହ ଅନ୍ୟ 100 କ୍ରିକେଟରଙ୍କୁ ଅଭ୍ୟାସ ରଦ୍ଦ କରି ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 4, 2019, 6:14 PM IST

ଶ୍ରୀନଗର: ପର୍ଯ୍ୟଟକଙ୍କ ପରେ ଏବେ କ୍ରିକେଟରଙ୍କ ପାଳି । ଅରମନାଥ ତଥା ଜାମ୍ମୁ-କାଶ୍ମୀର ଉପତ୍ୟାକାରେ ଥିବା ହଜାର ଜହାର ଯାତ୍ରୀଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ପରେ ଏବେ ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ ଓ ତାଙ୍କ ସହ ଅନ୍ୟ 100 କ୍ରିକେଟରଙ୍କୁ ଅଭ୍ୟାସ ରଦ୍ଦ କରି ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜମ୍ମୁ-କାଶ୍ମୀରରେ ଲାଗିରହିଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ତରଫରୁ ସିକ୍ୟୁରିଟି ଆଡଭାଇଜରୀ ବା ସୁରକ୍ଷା ଜନିତ ପରାମର୍ଶ ଜାରି କରାଯାଇଛି ।

ସୂଚନାଥାଉ କି, ଇର୍ଫାନ ପଠାନ ଓ ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନ ଖେଳାଳିମାନେ ଆଗାମୀ ଘରୋଇ ସିଜିନ ପାଇଁ ପ୍ରି-କ୍ୟାମ୍ପ ଜାରି ରଖିଥିଲେ । "ଆସୋସିଏସନ ଜଣେ ଅଧିକାରୀ ଆଇଏନଏସ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇ କହିଛନ୍ତି । ଏବେ ଆମର ଘରୋଇ ସିରିଜ ପାଇଁ ପୂର୍ବବର୍ତି ଆଭ୍ୟାସ ସିଜିନ ଚାଲିଥିଲା । ସିକ୍ୟୁରିଟି ଆଡଭାଇଜରୀକୁ ଆଖିରେ ରଖି ଶନିବାର ଇର୍ଫାନ ପଠାନ ଓ ଅନ୍ୟ 100 କ୍ରିକେଟରଙ୍କୁ ରାଜ୍ୟ ଛାଡିବାକୁ ଅନୁରୋଧ କରାଯାଇଛି । "

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.