ETV Bharat / sports

ରୋହିତ-ରାହୁଲ ଫାଇଟ: 177 ରନ୍‌ର ଟାର୍ଗେଟ ଦେଲା ମୁମ୍ବାଇ - ipl 2020 latest news

ରୋହିତଙ୍କ ଟିମ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 176ରନ୍‌ ହାସଲ କରିଛି । ତେବେ ଦଳ ପକ୍ଷରୁ ଡି କକଙ୍କ ସର୍ବାଧିକ 53ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଅଧିକ ପଢନ୍ତୁ:

ରୋହିତ-ରାହୁଲ ଫାଇଟ: 177ରନ୍‌ର ଟାର୍ଗେଟ  ଦେଲା ମୁମ୍ବାଇ

author img

By

Published : Oct 18, 2020, 10:04 PM IST

ଦୁବାଇ: ଚଳିତ ସଂସ୍କରଣର 36ତମ ମ୍ୟାଚରେ ପଞ୍ଜାବ ବିପକ୍ଷରେ ମୁମ୍ବାଇ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ରୋହିତଙ୍କ ଟିମ ନିର୍ଦ୍ଧାରିତ ଓଭରରେ 6 ଓ୍ବିକେଟ ହରାଇ 176ରନ୍‌ ହାସଲ କରିଛି । ତେବେ ଦଳ ପକ୍ଷରୁ ଡି କକଙ୍କ ସର୍ବାଧିକ 53ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ମୁମ୍ବାଇ ପକ୍ଷରୁ କ୍ରୁଣାଳ ପାଣ୍ଡ୍ୟା 34, ପୋଲାର୍ଡ 34*, କୁଲଟର-ନାଇଲ 24*, ରୋହିତ 9, ଇଶାନ କିଶନ 7, ହାର୍ଦ୍ଦିକ ପାଣ୍ଡ୍ୟା 8ରନ୍‌ ସଂଗ୍ରହ କରି ବିପକ୍ଷ ପଞ୍ଜାବକୁ 117ରନର ଟାର୍ଗେଟ ଦେଇଛି ।

ତେବେ ପଞ୍ଜାବ ପକ୍ଷରୁ ସାମି ଓ ଆର୍ଶଦୀପ 2ଟି ଲେଖାଏଁ ଓ୍ବିକେଟ ହାତେଇଥିବାବେଳେ କ୍ରିସ ଜୋର୍ଡାନ ଓ ରବି ବିଷ୍ନୋଇ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ଚୁଡାନ୍ତ ଏକାଦଶ: ରୋହିତ ଶର୍ମା(କ୍ୟାପଟେନ), କ୍ବିଣ୍ଟନ ଡି କକ(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ନାଥନ କୁଲଟର-ନାଇଲ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ।

କିଙ୍ଗ୍ସ ଇଲେଭେନ ପଞ୍ଜାବ ଚୂଡାନ୍ତ ଏକାଦଶ: କ୍ରିସ ଗେଲ, କେଏଲ ରାହୁଲ(କ୍ୟାପଟେନ/ୱିକେଟକିପର), ମୟଙ୍କ ଅଗ୍ରୱାଲ, ନିକୋଲାସ ପୁରୋନ, ଗ୍ଳେନ ମାକ୍ସୱେଲ, ଦୀପକ ହୁଡ୍ଡା, କ୍ରିସ ଜୋର୍ଡାନ, ମୁରୁଗାଁ ଅଶ୍ବିନୀ, ମହମ୍ମଦ ସାମି, ରବି ବିଷ୍ଣୋଇ, ଆର୍ଶଦୀପ ସିଂ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.