ETV Bharat / sports

ଭାରତ VS ୱେଷ୍ଟଇଣ୍ଡିଜ: କିଏ ହେବ ରୋହିତଙ୍କ ଓପନିଂ ପାର୍ଟନର ? - କାହାକୁ ଓପନିଙ୍ଗ ସୁଯୋଗ

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ । ତେବେ ଧାୱନଙ୍କ ଅନୁପସ୍ଥିତିରେ ରୋହିତଙ୍କ ସହ କାହାକୁ ଓପନିଂ ସୁଯୋଗ ମିଳୁଛି, ତାକୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ...

ରୋହିତଙ୍କ ଓପନିଙ୍ଗ ପାର୍ଟନର
ରୋହିତଙ୍କ ଓପନିଙ୍ଗ ପାର୍ଟନର
author img

By

Published : Dec 14, 2019, 10:45 PM IST

ଚେନ୍ନାଇ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ 3ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ । ତେବେ ଟିମ ଇଣ୍ଡିଆକୁ ଘାରିଛି ଓପନିଂ ଚିନ୍ତା । ନିୟମିତ ଓପନର ଶିଖର ଧାୱନ ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି । ଫଳରେ ରୋହିତ ଶର୍ମାଙ୍କ ସହ କାହାକୁ ମିଳିବ ଓପନିଂ ସୁଯୋଗ ତାକୁ ନେଇ ଚର୍ଚ୍ଚା ।

ଧାୱନଙ୍କ ସ୍ଥାନରେ ଟେଷ୍ଟ ଓପନର ମୟଙ୍କ ଅଗ୍ରୱାଲଙ୍କ 145 ଜଣିଆ ଦଳରେ ସ୍ଥାନ ମିଳିଛି । ମାତ୍ର ଟେଷ୍ଟ ଭଳି ଦିନିକିଆରେ ଓପନିଙ୍ଗରେ ମୟଙ୍କ ସଫଳତା ପାଇବା ନେଇ ଆଶଙ୍କା ରହିଛି । ଭାରତୀୟ ଟେଷ୍ଟ ଟିମର ଏହି ସଫଳ ଓପନରଙ୍କୁ ଦିନିକିଆ କ୍ରିକେଟରେ ଡେବ୍ୟୁ କରିବାର ସୁଯୋଗ ମିଳୁଛି କି ନା ତା ଉପରେ ନଜର ରହିଛି । ଅନ୍ୟପଟେ ଗତ ଟି-20 ସିରିଜରେ ଧମାକାଦାର ପ୍ରଦର୍ଶନ କରିଛନ୍ତି କେଏଲ ରାହୁଲ । ସେ ଦୃଷ୍ଟିରୁ ରୋହିତଙ୍କ ସହ ଓପନର ଭାବେ ରାହୁଲଙ୍କୁ ଖେଳାଇପାରନ୍ତି କୋହଲି ।

ଭାରତୀୟ ଦଳ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ତ(ୱିକେଟ କିପର), ଶିବମ ଦୁବେ, କେଦାର ଯାଦବ, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି, ଶାର୍ଦ୍ଦୁଳ ଠାକୁର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.