ଇନ୍ଦୋର: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି20 ସିରିଜର 2ୟ ମ୍ୟାଚ । ଇନ୍ଦୋର ସ୍ଥିତ ହୋଲକର ଷ୍ଟାଡିୟମରେ ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ଉଭୟ ଟିମ 2ୟ ମ୍ୟାଚରେ ବିଜୟ ଲକ୍ଷ୍ୟରେ ରହିଛନ୍ତି।
-
Captain Kohli wins the toss and elects to bowl first in the 2nd @Paytm T20I against Sri Lanka.
— BCCI (@BCCI) January 7, 2020 " class="align-text-top noRightClick twitterSection" data="
Live - https://t.co/OExOCS35VC #INDvSL pic.twitter.com/6eDyVQxMX6
">Captain Kohli wins the toss and elects to bowl first in the 2nd @Paytm T20I against Sri Lanka.
— BCCI (@BCCI) January 7, 2020
Live - https://t.co/OExOCS35VC #INDvSL pic.twitter.com/6eDyVQxMX6Captain Kohli wins the toss and elects to bowl first in the 2nd @Paytm T20I against Sri Lanka.
— BCCI (@BCCI) January 7, 2020
Live - https://t.co/OExOCS35VC #INDvSL pic.twitter.com/6eDyVQxMX6
ଭାରତ ଏକାଦଶ ଦଳ: ବିରାଟ କୋହଲି(କ୍ୟାପଟେନ), ଶିଖର ଧୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), ଶିବମ ଦୁବେ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ୱାସିଂଟନ ସୁନ୍ଦର ।

ଶ୍ରୀଲଙ୍କା ଏକାଦଶ ଦଳ: ଲସିଥ ମାଲିଙ୍ଗା(କ୍ୟାପଟେନ), ଧନୁଷ୍କା ଗୁଣତିଲକା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଇସରୁ ଉଦାନା, ଦାନୁସ ସନାକା, କୁସଲ ପରେରା(ୱିକେଟ କିପର), ଓସାଦା ଫର୍ଣ୍ଣାଣ୍ଡୋ,ଭାନୁକା ରାଜପାକ୍ସା, ଧନଞ୍ଜୟ ଡି ସିଲଭା, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା ।