ଧର୍ମଶାଳା: ଗ୍ରାଉଣ୍ଡରେ ବର୍ଷା ପାଣିର ଲହଡି । ଆଉଟ ଫିଲ୍ଡ ସୁରକ୍ଷିତ ରଖିବାରେ ବ୍ୟସ୍ତ ଗ୍ରାଉଣ୍ଡ ଷ୍ଟାଫ । ଆଶାଙ୍କା ସତ ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-20 ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ ଧର୍ମଶାଳା ଗ୍ରାଉଣ୍ଡରେ ଆଜିର ମ୍ୟାଚ । ପ୍ରବଳ ବର୍ଷା ଯୋଗୁଁ ଟସ ପଡି ପାରିନାହିଁ ।
-
Things not looking great here in Dharamsala at the moment. It is pouring ⛈️⛈️😢 #TeamIndia #INDvSA pic.twitter.com/azf8NDMVTV
— BCCI (@BCCI) September 15, 2019 " class="align-text-top noRightClick twitterSection" data="
">Things not looking great here in Dharamsala at the moment. It is pouring ⛈️⛈️😢 #TeamIndia #INDvSA pic.twitter.com/azf8NDMVTV
— BCCI (@BCCI) September 15, 2019Things not looking great here in Dharamsala at the moment. It is pouring ⛈️⛈️😢 #TeamIndia #INDvSA pic.twitter.com/azf8NDMVTV
— BCCI (@BCCI) September 15, 2019
ତେବେ ବର୍ଷା ପରେ ଗ୍ରାଉଣ୍ଡ ଷ୍ଟାଫ କିପରି ପଡିଆକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି ତାହାର ଏକ ଭିଡିଓ ବିସିସିଆଇ ଟ୍ବିଟ କରିଛି ।
-
Work in progress at the moment to get the ground ready here in Dharamsala 🤞🏻#INDvSA pic.twitter.com/Oqbsy3go0g
— BCCI (@BCCI) September 15, 2019 " class="align-text-top noRightClick twitterSection" data="
">Work in progress at the moment to get the ground ready here in Dharamsala 🤞🏻#INDvSA pic.twitter.com/Oqbsy3go0g
— BCCI (@BCCI) September 15, 2019Work in progress at the moment to get the ground ready here in Dharamsala 🤞🏻#INDvSA pic.twitter.com/Oqbsy3go0g
— BCCI (@BCCI) September 15, 2019
ତେବେ ଏପରି ବର୍ଷ। ଜାରି ରହିଲେ ମ୍ୟାଚ ବାତିଲ ହୋଇପାରେ । ଅନ୍ୟପଟେ ନିୟମ ଅନୁସାରେ ଟସ ସମୟ ବିତି ଯାଇଥିବାରୁ ସମ୍ପର୍ଣ୍ଣ 40 ଓଭର ଖେଳ ହୋଇପାରିବ ନାହିଁ ।