ETV Bharat / sports

ଅକଲାଣ୍ଡ ଦିନିକିଆ: ଭାରତୀୟ ବୋଲରଙ୍କ କମାଲ, ସଙ୍କଟରେ ନ୍ୟୁଜିଲାଣ୍ଡ - ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 2ୟ ଦିନିକିଆ

ପ୍ରଥମ ୱିକେଟ ଯୋଡିରେ 93 ରନର ପାର୍ଟନରସିପ ପରେ ଘୋର ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଛି ଘରୋଇ ନ୍ୟୁଜିଲାଣ୍ଡ ।

India vs New Zealand 2nd ODI
ଭାରତୀୟ ବୋଲରଙ୍କ କମାଲ
author img

By

Published : Feb 8, 2020, 11:01 AM IST

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ 2ୟ ଦିନିକିଆ ମ୍ୟାଚ ଇଡେନ ପାର୍କ, ଅକଲାଣ୍ଡରେ ଖେଳାଯାଉଛି । 2ୟ ଦିନିକିଆରେ ଟସ ଜିତି ପ୍ରଥମେ ବୋଲିଂ କରୁଛି ଭାରତ। ଫଳରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି ରହିଛି।

India vs New Zealand 2nd ODI
ଭାରତୀୟ ବୋଲରଙ୍କ କମାଲ

ତେବେ ପ୍ରଥମ ୱିକେଟ ଯୋଡିରେ 93 ରନର ପାର୍ଟନରସିପ ପରେ ଘୋର ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଛି ଘରୋଇ ନ୍ୟୁଜିଲାଣ୍ଡ । ଦୁଇ ସ୍ପିନର ୟୁଜଭେନ୍ଦ୍ର ଚହଲ ଓ ରବିନ୍ଦ୍ର ଜାଡେଜା ଘାତକ ବୋଲିଂ କରିଛନ୍ତି । ଶାର୍ଦ୍ଦୁଳ ଠାକୁର ଓ ନବଦୀପ ସାଇନି ମଧ୍ୟ କ୍ବିୱି ବ୍ୟାଟ୍ସମ୍ୟାନଙ୍କୁ ସଙ୍କଟରେ ପକାଇଛନ୍ତି । ଏକଦା 17 ଓଭରରେ 93-1 ଥିବା ନ୍ୟୁଜିଲାଣ୍ଡ 42 ଓଭର ସୁଦ୍ଧା 200 ରନରେ ୱିକେଟ ହରାଇଛି । ଚହଲ 3ଟି, ଶାର୍ଦ୍ଦୁଳ ଠାକୁର 2ଟି ଓ ଜାଡେଜା ଗୋଟିଏ ୱିକେଟ ହାସଲ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.