ETV Bharat / sports

ଚେନ୍ନାଇ ଟେଷ୍ଟ: 600 ଅଭିମୁଖେ ଇଂଲଣ୍ଡ, 2ୟ ଦିନରେ ହେଲାନି ଅଲଆଉଟ

author img

By

Published : Feb 6, 2021, 5:44 PM IST

ଭାରତ ଓ ଇଂଲଣ୍ଡ ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳର ସ୍କୋର 555/8 । ଅଧିକ ପଢନ୍ତୁ...

India vs England, 1st test, Day 2 Stumps: Root gets 200, visiters at 555/8
ଚେନ୍ନାଇ ଟେଷ୍ଟ: 600 ଅଭିମୁଖେ ଇଂଲଣ୍ଡ, ଦ୍ବିତୀୟ ଦିନରେ ହେଲାନି ଅଲଆଉଟ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମ ଚେନ୍ନାଇରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନର ଷ୍ଟମ୍ପସ୍ ଅପସାରଣ ସୁଦ୍ଧା ଭ୍ରମଣକାରୀ ଦଳ 555/8 ସହ ବିଶାଳ ସ୍କୋର ଆଡକୁ ଅଗ୍ରସର ହୋଇଛି ।

India vs England, 1st test, Day 2 Stumps: Root gets 200, visiters at 555/8
ଟିମ ଇଣ୍ଡିଆ

କ୍ୟାପଟେନ ରୁଟ୍‌ ଖେଳିଛନ୍ତି 218 ରନର ଅବିଶ୍ବସନୀୟ ମାରାଥନ ଇଂନିସ । ଡୋମିନିକ ସିବଲେ 87, ବେନ ଷ୍ଟୋକ୍ସ 82 ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ତେବେ 525 ସ୍କୋରରେ ଅଷ୍ଟମ ଖେଳାଳି ଭାବେ ଜୋଫ୍ରା ଆର୍ଚର ଆଉଟ ହେବାପରେ ଇଂଲଣ୍ଡ ଶୀଘ୍ର ଅଲଆଉଟ ହେବା ଆଶା କରାଯାଉଥିଲା । ମାତ୍ର ଡୋମିନିକ ବେସ ଓ ଜାକ ଲିଚ ଶେଷ 10 ଓଭରରେ ଦଳକୁ କୌଣସି କ୍ଷତି ପହଞ୍ଚାଇବାକୁ ଦେଇନଥିଲେ ।

ଜୋ ରୁଟ୍‌

ଅନ୍ୟପଟେ ଭାରତୀୟ ବୋଲର ଇଂଲିସ ଖେଳାଳିଙ୍କ ୱିକେଟ ଦଖଲ ପାଇଁ ସମସ୍ତ ଜୋର ଲଗାଇଥିଲେ ମଧ୍ୟ ଅଲଆଉଟ କରିପାରିନଥିଲେ । ଜସ ବଲଟର ଓ ଜୋଫ୍ରା ଆର୍ଚରଙ୍କୁ ଦୁଇଟି ବଲରେ ଆଉଟ କରି ହାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ ଇଶାନ୍ତ ଶର୍ମା । ବୁମରା, ଅଶ୍ବିନ, ନଦୀମ ଓ ଇଶାନ୍ତ 2ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.