ETV Bharat / sports

କାରବିଆନ ମାଟିରେ ଗେଲଙ୍କ ରେକର୍ଡ ଭାଙ୍ଗି ପାରନ୍ତି ହିଟ୍‌ମ୍ୟାନ

ପ୍ରଥମ ଟି-20 ମ୍ୟାଚ ମ୍ୟାଚରେ ହିଟମ୍ୟାନ ଭାଙ୍ଗିବାକୁ ଯାଉଛନ୍ତି ୟୁନିଭର୍ସିଆଲ ବସ କ୍ରିସ୍‌ ଗେଲ ଙ୍କ ରେକର୍ଡ । ଗେଲଙ୍କ ସର୍ବାଧିକ ଛକା ରେକର୍ଡକୁ ପାରି କରି ପାରନ୍ତି ରୋହିତ ।

author img

By

Published : Aug 2, 2019, 11:55 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ଆସନ୍ତାକାଲିଠାରୁ ଭାରତର ୱେଷ୍ଟଇଣ୍ଡିଜ୍‌ ଗସ୍ତର ପ୍ରଥମ ମ୍ୟାଚ । ୱେଷ୍ଟଇଣ୍ଡିଜର ସେଣ୍ଟ୍ରାଲ ବ୍ରୋଡ ରିଜୋନାଲ ପାର୍କ ଟ୍ରୁଫ୍‌ ଗ୍ରାଉଣ୍ଡରେ ପ୍ରଥମ ଟି-20 ମ୍ୟାଚ । ତେବେ ଏହି ମ୍ୟାଚରେ ହିଟମ୍ୟାନ ଭାଙ୍ଗିବାକୁ ଯାଉଛନ୍ତି ୟୁନିଭର୍ସିଆଲ ବସ କ୍ରିସ୍‌ ଗେଲ ଙ୍କ ରେକର୍ଡ ।

ଏବେ ଟି-20ରେ ସର୍ବାଧିକ ଛକାର ରେକର୍ଡ ଗେଲଙ୍କ ନାମରେ ରହିଛି । ଯେବେକି ରୋହିତ୍‌ ଗେଲଙ୍କଠାରୁ ମାତ୍ର 4ଟି ଛକା ଦୂରରେ ରହିଛନ୍ତି । ରୋହିତ୍ 94ଟି ମ୍ୟାଚରେ ୧୦୨ ଛକା ମାରି ସାରିଛନ୍ତି । ତେବେ ଗେଲ୍ ୧୦୫ ଛକା ମାରି ଶୀର୍ଷରେ ଅଛନ୍ତି । ତେଣୁ ଗେଲଙ୍କୁ ଅତିକ୍ରମ କରିବାକୁ ରୋହିତଙ୍କୁ ଆଉ 4ଟି ଛକାର ଆବଶ୍ୟକ ହେଉଛି ।

ଗେଲ୍ ମାତ୍ର 58ଟି ମ୍ୟାଚରେ 105ଟି ଛକା ମାରିଛନ୍ତି । ତାଙ୍କ ପରେ 2ୟରେ ଅଛନ୍ତି ନ୍ୟୁଜିଲାଣ୍ଡର ମାର୍ଟିନ୍ ଗପ୍ଟିଲ୍ । ସେ 76ଟି ମ୍ୟାଚରୁ 103ଟି ଛକା ମାରିଛନ୍ତି । ତାଙ୍କ ପରେ 3ୟ ସ୍ଥାନରେ ଅଛନ୍ତି ରୋହିତ୍‌ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.