ETV Bharat / sports

ଇଣ୍ଡିଆ ଏ’ର‌ ଇଂଲଣ୍ଡ ଗସ୍ତ ସ୍ଥଗିତ

author img

By

Published : Apr 13, 2021, 8:31 PM IST

ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟ 2021ରୁ ଆରମ୍ଭ ହେବ । ଅଧିକ ପଢନ୍ତୁ...

India A tour of England postponed, Kohli and boys to take larger squad to prepare for Test series
ଇଣ୍ଡିଆ ଏ' ଟିମ୍ର‌ ଇଂଲଣ୍ଡ ଗସ୍ତ ସ୍ଥଗିତ

ହାଇଦ୍ରାବାଦ: ସ୍ଥଗିତ ହେଲା ଇଣ୍ଡିଆ ଏ' ଟିମର ଇଂଲଣ୍ଡ ଗସ୍ତ । ଇଂଲଣ୍ଡ କ୍ରିକେଟ ବୋର୍ଡ(ଇସିବି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପୁରୁଷ ଟିମର ଏହି ଗସ୍ତକୁ ସ୍ଥଗିତ ରଖିବାକୁ ସହମତି ପ୍ରକାଶ କରିଛନ୍ତି ।

ଇଂଲଣ୍ଡ ବିପକ୍ଷ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ ବଡ ସ୍କ୍ବାଡ ପାଇଁ ଯୋଜନା ରଖିଛି ବିସିସିଆଇ । ଦୁଇଟି ଇନଟ୍ରା-ସ୍କ୍ବାଡ 4 ଦିନିଆ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚ ପାଇଁ ଭେନ୍ୟୁ ଘୋଷଣା କରାଯାଇନାହିଁ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟ 2021ରୁ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଟିମ ଇଂଲଣ୍ଡ ଗସ୍ତ କରିବ । ଟ୍ରେଣ୍ଟ ବ୍ରିଜ, ଲର୍ଡ୍ସ, ଏମେରାଲ୍ଡ ହେଡିଂଲେ, କିଅ ଓଭାଲ ଓ ଏମିରେଟସ ଓଲ୍ଡ ଟ୍ରାଫର୍ଡ 5 ଟି ଟେଷ୍ଟ ପାଇଁ ଭେନ୍ୟୁ ରହିଛି । ଅଗଷ୍ଟ 4ରେ ପ୍ରଥମ ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.