ETV Bharat / sports

ମହିଳା ଟି-20 ବିଶ୍ବକପ: ଟସ ଜତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ୟାଟିଂ କରିବ ଭାରତ - ICC Womens T20 World Cup 2020

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଅଷ୍ଟ୍ରେଲିଆ ।

icc-womens-t20-world-cup-2020-australia-women-have-won-the-toss-and-have-opted-to-field
ମହିଳା ଟି-20 ବିଶ୍ବକପ: ଟସ ଜତିଲା ଅଷ୍ଟ୍ରେଲିଆ, ପ୍ରଥମେ ବ୍ୟାଟିଂ କରିବ ଭାରତ
author img

By

Published : Feb 21, 2020, 2:21 PM IST

ମେଲବୋର୍ଣ୍ଣ: ଆଜିଠୁ ଆରମ୍ଭ ହେଉଛି ଆଇସିସି ମହିଳା ଟି-20 ବିଶ୍ବକପ । ପ୍ରଥମ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆକୁ ଭେଟୁଛି ଭାରତୀୟ ଦଳ । ତେବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଅଷ୍ଟ୍ରେଲିଆ । ଫଳରେ ପ୍ରଥମେ ବ୍ୟାଟିଂ କରି ଚଳିତ ବିଶ୍ବକପ ଯାତ୍ରା ଆରମ୍ଭ କରିବ ଭାରତ ।

ହରମନପ୍ରିତ କୌରଙ୍କ ନେତୃତ୍ବରେ ଭାରତୀୟ ଦଳ ବେଶ ଶକ୍ତିଶାଳୀ ରହିଛି । ଫଳରେ ନୋଟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ମହିଳା ଭାରତୀୟ ଦଳ । ପ୍ରଥମ ବିଶ୍ବକପ ଟାଇଟଲ ଲକ୍ଷରେ ପଡିଆକୁ ଓହ୍ଲାଇଛି ଦଳ ।

  • ଅଷ୍ଟ୍ରେଲିଆ ଏକାଦଶ: ଏଲସ ହେଲି(ୱିକେଟ କିପର), ବେଥ ମୋନି, ଅସଲେ ଗାର୍ଡନର, ମେଗ ଲାନିଙ୍ଗ(କ୍ୟାପଟେନ), ଏଲିସ ପେରୀ, ରିଚାଲ ହେର୍ନିସ, ଆନାବେଲ ସୁଦରଲାଣ୍ଡ, ଜେସ ଜୋନାସନ, ଡେଲିସା କିମିନ୍ସ, ମୋର୍ଲି ଷ୍ଟ୍ରୋନୋ, ମେଗାନ ସ୍କର୍ଟ ।
  • ଭାରତୀୟ ଏକାଦଶ: ହରମନପ୍ରିତ କୌର (କ୍ୟାପଟେନ), ତାନିଆ ଭାଟିଆ(ୱିକେଟ କିପର), ରାଜେଶ୍ବରୀ ଗାଏକ୍ବାଡ, ବେଦା କ୍ରୀଷ୍ଣାମୂର୍ତ୍ତୀ, ସ୍ମୃତି ମାନ୍ଧାନା, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡି, ଜେମିମ୍ମା ରୋଡ୍ରିଗ୍ୟୁସ, ଦିପ୍ତି ଶର୍ମା, ଶେଫାଳି ବର୍ମା,

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.