ETV Bharat / sports

U-19 ବିଶ୍ବକପ: ଆଜି ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ

author img

By

Published : Jan 24, 2020, 11:43 AM IST

ଆଜି 19 ବର୍ଷରୁ କମ ବିଶ୍ବକପ ଲଢେଇରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବ। ଦମଦାର ଫର୍ମରେ ରହିଥିବା ପ୍ରିୟମ ଗର୍ଗଙ୍କ ଦଳ ବିଜୟ ସହ ଗ୍ରୁପ ଟପରେ ରହିବା ଲକ୍ଷ୍ୟରେ ରହିଛି । ଅଧିକ ପଢନ୍ତୁ...

ICC Under 19 World Cup
ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ

ବ୍ଳୋଏମଫଣ୍ଟେନ: ଆଜି 19 ବର୍ଷରୁ କମ ବିଶ୍ବକପ ଲଢେଇରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବ । ଗତ ମ୍ୟାଚରେ ଅନଭିଜ୍ଞ ଜାପାନକୁ ସହଜରେ ହରାଇଥିଲା ପ୍ରିୟମ ଗର୍ଗଙ୍କ ଦଳ । ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ଗତ ମ୍ୟାଚରେ ଶ୍ରୀଲଙ୍କାକୁ ରୋମାଞ୍ଚକର ମୁକାବିଲାରେ ଶେଷ ଓଭରରେ ହରାଇଥିଲା । ଫଳରେ ଉଭୟ ଦଳ ମଧ୍ୟରେ ଏକ କଡା ମୁକାବିଲା ହେବା ନେଇ ଆଶା କରାଯାଉଛି ।

ଅନ୍ୟପଟେ ଆଜି ନ୍ୟୁଜିଲାଣ୍ଡରେ ଭାରତୀୟ ସିନିୟର ଦଳ ମଧ୍ୟ ପ୍ରଥମ ଟି20 ସିରିଜର ପ୍ରଥମ ମୁକାବିଲା ଖେଳିବେ। ଇଡେନ ପାର୍କ, ଅକଲାଣ୍ଡରେ ଏହି ହାଇଭୋଲଟେଜ ମ୍ୟାଚ ଖେଳାଯିବ।

19ବର୍ଷରୁ କମ ଭାରତୀୟ ଦଳ: ଜଶସ୍ବୀ ଜୟଶ୍ବାଲ, କୁମାର କୁଶାଗ୍ରା, ତିଳକ ବର୍ମା, ପ୍ରିୟମ ଗର୍ଗ(କ୍ୟାପଟେନ), ଧ୍ରୁବ ଜୁରେଲ(ୱିକେଟ କିପର), ଶାସ୍ବତ ରାୱତ, ରବି ବିଷ୍ଣୋଇ, ବିଦ୍ୟାଧର ପାଟିଲ, କାର୍ତ୍ତିକ ତ୍ୟାଗୀ, ଆକାଶ ସିଂହ, ଅଥର୍ବ ଆଙ୍କୋଲେକର, ସୁଶାନ୍ତ ମିଶ୍ର, ଦିବ୍ୟାଂଶ ସାକ୍ସେନା, ଶୁଭଙ୍ଗ ହେଗଡେ।

ICC Under 19 World Cup
ଫଟୋ ସୌଜନ୍ୟ: twitter@cricketworldcup

19 ବର୍ଷରୁ କମ ନ୍ୟୁଜିଲାଣ୍ଡ ଦଳ: ରସ ମାରିୟୁ, ଓଲି ହ୍ବାଇଟ, ଫର୍ଗସ ଲେଲିମାନ, ବେକହାମ ହ୍ବିଲର-ଗ୍ରିନାଲ, ଜେସ ତାସକାଫ(କ୍ୟାପଟେନ), ସିମନ କିନ, କିନ ସନଡ(ୱିକେଟ କିପର), ଜୋଏ ଫିଲ୍ଡ, କ୍ରିଷ୍ଟିଆନ କ୍ଳାର୍କ, ଆଦିତ୍ୟ ଅଶୋକ, ୱିଲିୟମ ଓରାକ, ନିକୋଲାସ ଲିଡଷ୍ଟୋନ, ଡେଭିଡ ହାନକକ, ବେନ ପୋମାର, ହେଡେନ ଡିକସନ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.