ETV Bharat / sports

ଆଜି ପରଦାକୁ ଆସିବ 'ବିୟଣ୍ଡ ଦ ବାଉଣ୍ଡ୍ରୀ' - ଆଜି ପରଦାକୁ ଆସିବ ଆଇସିସି ମହିଳା ଟି20 ବିଶ୍ବକପ 2020ର ଡକ୍ୟୁମେଣ୍ଟାରୀ 'ବିୟଣ୍ଡ ଦ ବାଉଣ୍ଡ୍ରୀ'

ମହିଳା ଟି-20 ବିଶ୍ବକପ 2020ର ଆକ୍ସନ, ରୋମାଞ୍ଚକୁ ଏବେ ଡକ୍ୟୁମେଣ୍ଟାରୀ ରୂପରେ ଏକ ଓଟିଟି ପ୍ଲାଟଫର୍ମରେ ସମସ୍ତେ ଦେକି ପାରିବେ । ଏହ ଡକ୍ୟୁମେଣ୍ଟାରୀ ର ନାଁ 'ବିୟଣ୍ଡ ଦ ବାଉଣ୍ଡ୍ରୀ' ଦିଆଯାଇଛି ।

WOMENS CRICKET
WOMENS CRICKET
author img

By

Published : Aug 14, 2020, 1:02 PM IST

ଦୁବାଇ: କ୍ରିକେଟ ପ୍ରଶଂସକ ଦେଖିବେ ମହିଳା କ୍ରିକେଟରଙ୍କ ଆକ୍ସନ,ଭାବନା ଓ ସେମାନଙ୍କ ମ୍ୟାଚର ରୋମଞ୍ଚକରର ଦୃଶ୍ୟ । ମହିଳା ଟି-20 ବିଶ୍ବକପ 2020ର ଆକ୍ସନ, ରୋମାଞ୍ଚକୁ ଏବେ ଡକ୍ୟୁମେଣ୍ଟାରୀ ରୂପରେ ଏକ ଓଟିଟି ପ୍ଲାଟଫର୍ମରେ ସମସ୍ତେ ଦେକି ପାରିବେ । ଏହ ଡକ୍ୟୁମେଣ୍ଟାରୀ ର ନାଁ 'ବିୟଣ୍ଡ ଦ ବାଉଣ୍ଡ୍ରୀ' ଦିଆଯାଇଛି । ଅଗଷ୍ଟ 14ରେ ରିଲିଲଜ ହେବାକୁ ଥିବା ଏହି ଡକ୍ୟୁମେଣ୍ଟାରୀରେ ବିଶ୍ବକପର 17ଦିନର ରୋମାଞ୍ଚକର ମ୍ୟାଚର ଝଲକ ଦେଖିବାକୁ ମିଳିବ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି 17ଦିନିର ଟୁର୍ଣ୍ଣାମେଣ୍ଟରେ ପ୍ରାୟ 86,174ଦର୍ଶକ ଉପସ୍ଥିତ ରହିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମହିଳା କଙ୍ଗାରୁ ଦଳ ଭାରତୀୟ ମହିଳା ଟିମକୁ ଫାଇନାଲ ମ୍ୟାଚରେ ମାତ୍ ଦେଇଥିଲା ।

  • The ICC Women's @T20WorldCup 2020 was a landmark event in the history of cricket and all women's sport 🎉

    The ICC partnered with @netflix to capture the action, excitement and emotion of the event in a documentary, premiering tomorrow!

    📹 TRAILER 👇 pic.twitter.com/h18xLdFvuB

    — ICC (@ICC) August 13, 2020 " class="align-text-top noRightClick twitterSection" data=" ">

ଆଇସିସି କହିଛି ଯେ, ଏହି ଡକ୍ୟୁମେଣ୍ଟ୍ରୀ ଆଇସିସିର ଷ୍ଟ୍ରିମିଙ୍ଗ ସର୍ଭିସରେ ପ୍ରଥମେ ରିଲିଜ ହେବ । ଏଥିରେ ଟିମର ପ୍ରଗତି, ଖେଳାଳିଙ୍କ ଭାବନା ଓ ମ୍ୟାଚର ଟ୍ରନିଙ୍ଗ ପଏଣ୍ଟ ସବୁ ଦେଖିବାକୁ ମିଳିବ । ଏଥିସହ ଏହି ଫିଲ୍ମରେ କମେଣ୍ଟଟର୍ସ ଓ ପ୍ରଶଂସକଙ୍କ ବିଚାର,ଦର୍ଶକଙ୍କ ସେଲିବ୍ରେସନ, ଗ୍ରାଉଣ୍ଡ ବାହାରେ ଓ ଡ୍ରେସିଙ୍ଗ ରୁମରେ ଖେଳାଳିଙ୍କ ଫୁଟେଜ ଓ ପପ୍ ଷ୍ଟାଲ କେଟି ପୈରୀଙ୍କ ପ୍ରଦର୍ଶନ ବି ଦେଖିବାକୁ ମିଳିବ । ଏହି ଫିଲ୍ମ ଇଂଲିଶ, ଥାଇ, ଫ୍ରେଞ୍ଚ, ଜାପାନୀ, ଇଣ୍ଡୋନେସିଆ,କୋରିଆନ,ଡଚ, ହିନ୍ଦୀ ସବଟାଇଟଲରେ ଉପଲବ୍ଧ ହେବ ।

ଆଇସିସିର ମୁଖ୍ୟ କାଯ୍ୟକାରୀ ଅଧିକାରୀ ମନୁ ସ୍ବାହନେ କହିଛନ୍ତି ଯେ, ଆମେ ବିୟଣ୍ଡ ଦ ବାଉଣ୍ଡ୍ରୀକୁ ନେଇ ଗର୍ବିତ । ମହିଳା କ୍ରିକେଟକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା । ଫିଲ୍ମରେ ଟୁର୍ଣ୍ଣାମେଣ୍ଟର ଆକ୍ସନ ଓ ଡ୍ରାମା ଦେଖିବାକୁ ମିଳିବ ଯାହା କେବଳ ମହିଳା କ୍ରିକେଟକୁ ନୁହେଁ ମହିଳାଙ୍କ ସମସ୍ତ ଖେଳକୁ ଏକ ନୂଆ ବେଞ୍ଚମାର୍କ ମିଳିବ ଓ ଆଇସିସିର ଏକ ସାନଦାର ଟୁର୍ଣ୍ଣାମେଣ୍ଟର ସମସ୍ତେ ମଜା ଉଠେଇ ଫାରିବେ ।

ଏହା ପୂର୍ବରୁ 2019ରେ ଖେଳାଯାଇଥିବା ଏଜେସ ସିରିଜର ଏକ ଓ୍ବେବସିରିଜ ଅନ୍ୟ ଓଟିଟି ପ୍ଲାଟଫର୍ମରେ 'ଦ ଟେଷ୍ଟ'ନାଁରେ ଲଞ୍ଚ କରାଯାଇଥିଲା । ଫ୍ୟାନ୍ସମାନେ ବେଶ୍ ପସନ୍ଦ ମଧ୍ୟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.